କରୋନା ଟିକାର ମାନବ ପରୀକ୍ଷଣ ପାଇଁ ଓଡ଼ିଶାରେ ଆଗକୁ ଆସିଲେ ଆଗ୍ରହୀ ସ୍ୱେଛାସେବୀ : ନିଜ ଉପରେ ପରୀକ୍ଷଣ ପାଇଁ କଲେ ଆବେଦନ, ଓଡ଼ିଶାର ସମ୍ ହସ୍ପିଟାଲରେ ମଣିଷ ଉପରେ କରାଯିବ ପ୍ରୟୋଗ ; ବିଭାଗୀୟ ମୁଖ୍ୟ କହିଲେ, କାମ କରିପାରେ ଭାରତର କରୋନା ଟିକା

11