ଓଜେଇଇର ତାରିଖ ଘୋଷଣା  : ସେପ୍ଟେମ୍ବର ୯ରୁ ପରୀକ୍ଷା ଆରମ୍ଭ, ପ୍ରଥମ ଥର ପାଇଁ କଂପୁଟର ଆଧାରରେ ହେବ ପରୀକ୍ଷା;୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜକୁ ଚିଠି ଲେଖିଲା ବୈଷୟିକ ଓ ତାଲିମ ନିର୍ଦ୍ଦେଶାଳୟ

12