ଆଗକୁ ଟିକାକରଣ ହେବ ଜୋରଦାର : ଆସୁଛି ଆଉ ଏକ ଦେଶୀ ଭ୍ୟାକ୍ସିନ, ବାୟୋଲଜିକାଲ ଈ-ଭ୍ୟାକ୍ସିନ ସହ କେନ୍ଦ୍ର ସରକାରଙ୍କ ଚୁକ୍ତି, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେବ ୩୦ କୋଟି ଟିକା; ଅଗ୍ରୀମ ୧୫୦୦ କୋଟି ଦେବେ କେନ୍ଦ୍ର ସରକାର, ବର୍ତମାନ ପରୀକ୍ଷଣ ସ୍ତରରେ ଅଛି ଟିକା

8