ଧାମନଗର ବିଧାୟକଙ୍କ ବିୟୋଗ : ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୋକ ପ୍ରକାଶ

କନକ ବ୍ୟୁରୋ : ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ…

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ : ଶୋକ ପ୍ରକାଶ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

କନକ ବ୍ୟୁରୋ : ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ଟୁଇଟ କରି ଶୋକପ୍ରକାଶ କରିଛନ୍ତି । ଧାମନଗର ବିଧାନସଭା କ୍ଷେତ୍ର ସହିତ ସମଗ୍ର ଓଡ଼ିଶାରେ ତାଙ୍କର…

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ : ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

କନକ ବ୍ୟୁରୋ : ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୭ଟା ୪୫ ମିନିଟ ସମୟରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିବା ନେଇ ସୂଚନା । ସେ ବହୁ ରୋଗରେ ପୀଡିତ ଥିଲେ । ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟଏ ନେଇ…

ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ କପାଳମୋଚନ ମନ୍ଦିରରେ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ କପାଳମୋଚନ ମହାଦେବଙ୍କ ପୁରାତନ ମନ୍ଦିର ରହିଛି । କୁହାଯାଏ, ମହାଦେବ ବ୍ରହ୍ମାଙ୍କର ପଞ୍ଚମ ମସ୍ତକ ଛେଦନ କରିବାରୁ ତାଙ୍କ କପାଳଟି ଶିବଙ୍କ ହସ୍ତରେ ଲାଗି ରହିଥିଲା । ସେ ପୁରୁଷୋତମ କ୍ଷେତ୍ରକୁ ଆସି ସେହି କପାଳରୁ ମୁକ୍ତ ହୋଇଥିଲେ । ତେଣୁ…

ଆଜି ଖୋଲିବ ହୀରାକୁଦ ଡ୍ୟାମର ୪ଟି ଗେଟ୍ : ଆଗକୁ ବର୍ଷା ଆଶଙ୍କା ଥିବାରୁ ଗେଟ୍ ଖୋଲିବ

କନକ ବ୍ୟୁରୋ : ଆଗକୁ ବର୍ଷା ଆଶଙ୍କା ଥିବାରୁ ହୀରାକୁଦ ଗେଟ୍ ଖୋଲିବ । ୪ଟି ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପୂର୍ବାହ୍ନ ୧୦ ପରେ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲିବ । ସେପଟେ, ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ । ଏହାର ପ୍ରଭାବରେ ଲାଗି…

ଗଞ୍ଜେଇ ଚୋରାଚାଲାଣରେ ଅବକାରୀ କର୍ମଚାରୀ : ୮୦୦ରୁ ଅଧିକ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ

କନକ ବ୍ୟୁରୋ : କୋରାପୁଟରୁ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ । ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ସୁଙ୍କି ପୁଲିସ । କୋରାପୁଟରୁ ଆନ୍ଧ୍ରକୁ ଏକ ଟ୍ରକରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ କରାଯାଉଥିବା ବେଳେ ପୁଲିସର…