ସିଧାପ୍ରସାରଣକୁ ସବୁଜ ସଂକେତ । ରଥଯାତ୍ରା ଲାଇଭରୁ ବାଦ ପଡିବେନି କୌଣସି ଚ୍ୟାନେଲ

କନକ ବ୍ୟୁରୋ: ସିଧାପ୍ରସାରଣ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ରଥଯାତ୍ରାର ସିଧାପ୍ରସାରଣ କିଏ କରିବ, କିଏ କରିବନି ? କେଉଁ ଚ୍ୟାନେଲକୁ ଅନୁମତି ମିଳିବ, କେଉଁ ଚ୍ୟାନେଲକୁ ମିଳିବବି? ଏନେଇ ଯେଉଁ ଦ୍ୱନ୍ଦ୍ୱ, ଯେଉଁ ପ୍ରଶ୍ନ ଉଠୁଥିଲା ତା ଉପରୁ ପରଦା ଉଠାଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ…

‘ଜିତ୍’ ଯୁଗ ଶେଷ: କ୍ୟାନସରକୁ କ୍ଲିନ ବୋଲ୍ଡ କରିଥିଲେ, କ୍ୟାରିୟରରୁ ଆଉଟ୍ ହେଲେ…

ସରିଲା ଜିତର ଯୁଗ । ସରିଲା ଯୁବରାଜ ରାଜୁତି । ପଡିଆରେ ଛକାଚୌକା ବର୍ଷା କରି ଦର୍ଶକଙ୍କ ଛାତିରେ, ଦର୍ଶକଙ୍କ ମନରେ ରାଜ କରୁଥିବା ଯୁବରାଜଙ୍କ ଯୁଗ ସରିଛି । ଆନ୍ତଃର୍ଜାତୀୟ କ୍ରିକେଟ ସହ ଆଇପିଏଲରୁ ଯୁବରାଜ ସିଂହ ସନ୍ୟାସ ନେବା ପରେ ତାଙ୍କୁ ନେଇ ଚାରିଆଡେ ହେଉଛି ଚର୍ଚ୍ଚା । ହଠାତ ଯୁବରାଜ କଣ…

ଗାଁକୁ ଆସିଲେ ପୋଖରୀରେ ଗାଧୋଇଲେ ! କେନ୍ଦ୍ରମନ୍ତ୍ରୀ ହେବା ପରେ ବି ବିଲକୁଲ ବଦଳିନାହାନ୍ତି ପ୍ରତାପ ନନା…

କନକ ବ୍ୟୁରୋ: ବିଲକୁଲ ବଦଳି ନାହାନ୍ତି । ଯେମିତି ଆଗରୁ ଥିଲେ ଠିକ୍ ସେମିତି ଆଜି ବି ଅଛନ୍ତି । ସେହି ଭାବ, ସେହି ଭଙ୍ଗୀ...ସେହି ଜାମାଯୋଡ଼ ସେହି ଜୀବନଶୈଳୀ । ବଡ଼ ପଦ ପାଇଲା ପରେ ବି ବଦଳିନି ଜୀବନଚର୍ଯ୍ୟା ଆଉ ବଦଳି ନାହାନ୍ତି ନୀଳଗିରି ନନା, ଗୋପିନାଥପୁର ଗାଁର ଅତି ପ୍ରିୟ ପ୍ରତାପ ନନା ।…

ଫୋନି ଦରଜ ଭୁଲି ସିଧା ହେଉଛି ଶ୍ରୀକ୍ଷେତ୍ର: ବଡ଼ଦାଣ୍ଡର ବଡ଼ଯାତ୍ରା ପୂର୍ବରୁ ପୁରୀକୁ ସୁସ୍ଥ କରିବାକୁ ପ୍ରାଣମୂର୍ଚ୍ଛା…

କନକ ବ୍ୟୁରୋ: ଫୋନିର ସଇଁତିରିଶ ଦିନ ପରେ ଧିରେଧିରେ ସିଧା ହେଉଛି ଶ୍ରୀକ୍ଷେତ୍ର । ସବୁତକ ଦୁଃଖ, ସବୁତକ କଷ୍ଟକୁ ଭୁଲି କମର କଷୁଛି ଶଙ୍ଖକ୍ଷେତ୍ର । ଫୋନି ସିନା ଫେରିଯାଇଛି ହେଲେ ସେ ଦେଇଯାଇଥିବା ଦାଗ ଏବେବି ରହିଛି । ଫୋନିର ପ୍ରଳୟଙ୍କରୀ ପବନରେ ପୂରା ଛାରଖାର ହୋଇଥିବା ପୁରୀ ଏବେ ପୂର୍ବ…