ରେଳ ଦୁର୍ଘଟଣାକୁ ନେଇ ବୟାନବାଜି । ବିଜୟ ମହାପାତ୍ର କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନି ସଠିକ ତଥ୍ୟ’

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିକୁ ନେଇ ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଏଭଳି ସମୟରେ ରାଜନୈତିକ ବୟାନବାଜି ବି ଜାରି ରହିଛି । ବରିଷ୍ଠ ନେତା…

ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଖୋଲିବ କି ଷଡଯନ୍ତ୍ରର ଗୁମର !

କନକ ବ୍ୟୁରୋ : ତଦନ୍ତଭାର ହାତକୁ ନେବା ପରେ ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି ସିବିଆଇର ୧୦ ଜଣିଆ ଟିମ୍ । ଏତେବଡ଼ ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ହେରଫେର ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହାପରେ ସିବିଆଇ ପକ୍ଷରୁ ମାମଲା…

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ନେଇ ତେଜୁଛି ରାଜନୀତି, ଦ୍ୱିତୀୟ ଥର ପାଇଁ ଓଡିଶା ଆସି ମମତା ମାଗିଲେ…

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ପ୍ରକୃତରେ କେତେ ଜଣଙ୍କର ମୃତ୍ୟୁ ହୋଇଛି? ମୃତ୍ୟୁ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଥିବାବେଳେ, ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶା ଗସ୍ତରେ ଆସି କଟକ ବଡ ମେଡିକାଲରେ…

ଆସାମ ସରକାରଙ୍କ ବଡ ନିଷ୍ପତ୍ତି, ଆସନ୍ତାବର୍ଷ ଠାରୁ ହେବନାହିଁ ଦଶମ ବୋର୍ଡ ପରୀକ୍ଷା

କନକ ବ୍ୟୁରୋ : ଆସନ୍ତା ବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷାବର୍ଷରୁ ଆସାମ ସରକାର ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି । ଅର୍ଥାତ ଏହି ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହି ନିଷ୍ପତ୍ତି…

ବରୋୱେଲ ଗାତକୁ ଖୋଲା ଛାଡିବା ପଡିଲା ମହଙ୍ଗା । ଗାତ ଭିତରକୁ ଖସିପଡିଲା କୁନିଝିଅ, ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ : ଗଭୀର ବରୋୱେଲ ଖୋଳି ଗାତକୁ ଖୁଲାରେ ଛାଡିବା ଏବେ ମହଙ୍ଗା ପଡିଛି । ଏହି ବରୋୱେଲ ଗାତରେ ପଡି ଏବେ ଏକ କୁନିଝିଅ ଜୀବନ ସହ ସଂଘର୍ଷ କରୁଛି । ମଧ୍ୟପ୍ରଦେଶ ସେହୋର ଜିଲ୍ଲାରୁ ଆସିଛି ଏଭଳି ଘଟଣାର ସୂଚନା । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ଗୃହ ଜିଲ୍ଲା ସେହୋରର ମୁଙ୍ଗାବାଲୀ…

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମିଳିଲା ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ…

କନକ ବ୍ୟୁରୋ : ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ…