ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ଦିଲ୍ଲୀ ଲାଲକିଲ୍ଲାରେ ରାବଣ ଦହନ କଲେ ଅଭିନେତ୍ରୀ କଙ୍ଗନା

କନକ ବ୍ୟୁରୋ : ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ରାବଣ ପୋଡିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଦିଲ୍ଲୀର ଲାଲକିଲାରେ ଯୋଗଦେଇ ରାବଣ ଦହନ କରିଛନ୍ତି କଙ୍ଗନା । ପ୍ରତିବର୍ଷ ଲାଲକିଲାର ଲବ କୁଶ ରାମଲୀଳା ମୈଦାନରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ହେଲେ ପ୍ରଥମ ଥର ପାଇଁ ଜଣେ…

ଅହେତକୁ ଭାବେ ବୃଦ୍ଧି ପାଉଛି ଦେଶରେ ଏସିର ବ୍ୟବହାର । ୨୦୫୦ ସୁଦ୍ଧା ପ୍ରତିଘରେ ବ୍ୟବହାର କରିବାକୁ ପଡିପାରେ ଏସି, ୯…

କନକ ବ୍ୟୁରୋ : ଦେଶରେ ବଢୁଛି ଏସି ବ୍ୟବହାର । ସ୍ଥିତି ଏପରି ହୋଇଆସୁଛି ଯେ ୨୦୫୦ ସୁଦ୍ଧା ଭାରତରେ ଘରେ ବ୍ୟବହାର ହେଉଥିବା ବିଜୁଳିର ଚାହିଦା ଏବେ ତୁଳନାରେ ୯ ଗୁଣା ବୃଦ୍ଧି ପାଇବ । ଯାହା ମୋଟ୍ ଆଫ୍ରିକାର ବିଜୁଳି ବ୍ୟବହାରଠୁ ଅଧିକ ହେବ । ଦେଶରେ ଜଳବାୟୁ ପରିବର୍ତନ ଏବଂ ହିଟ୍ ୱେଭ୍ ପାଇଁ…

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ବଢିବନାହିଁ ସାରର ଦାମ, ଚାଷୀଙ୍କ ପାଇଁ ଜାରି ରହିବ ସାର ଉପରେ ରିହାତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକମାନଙ୍କ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା…

ପିଟିଆଇର ପୂର୍ବତନ ସଂପାଦକ ରାଜେଶ ମହାପାତ୍ରଙ୍କ ବଡ ପ୍ରୟାସ, ଖୁବଶୀଘ୍ର ଖୋଲିବାକୁ ଯାଉଛି ଏସଏମଏଲ ଡିଜିଟାଲ ମିଡିଆର…

କନକ ବ୍ୟୁରୋ : ଏସଏମଏଲ ଡିଜିଟାଲ ମିଡିଆ ତରଫରୁ ଖୁବଶୀଘ୍ର ‘ସଚିବାଳୟ’ ନାମରେ ଏକ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛି । ଯାହା କି, ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତରେ ଦ୍ରୁତ ପରିବର୍ତ୍ତନକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଶାସନ ଏବଂ ସରକାରୀ ନୀତିକୁ ସୁଦୃୃଢ କରିବା କରିବା ଦିଗରେ…

ଏବେ ପିଲାମାନେ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ପିଲା ପଢିବେ ଭାରତ । ପ୍ରସ୍ତାବକୁ କମିଟି ଦେଲା ମଞ୍ଜୁରୀ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ପ୍ୟାନେଲ ତରଫରୁ ସମସ୍ତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି କମିଟିର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଆଯାଇଛି । ଏନସିଇଆରଟି…

ଜାତିସଂଘ ମୁଖ୍ୟଙ୍କ ବୟାନକୁ ନେଇ ଇସ୍ରାଏଲର ପ୍ରତିକ୍ରିୟା । କହିଲା, ପଦରେ ରହିବାର ଯୋଗ୍ୟତା ନାହିଁ, ତୁରନ୍ତ ଦିଅନ୍ତୁ…

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ହେଉ କି ଇସ୍ରାଏଲ ଦ୍ୱାରା ହମାସ ଚରମପନ୍ଥୀ ସଂଗଠନ ଉପରେ ଚଳାଇଥିବା ଆକ୍ରମଣ ହେଉ । ଏସବୁ ଭିତରେ ସାଧାରଣ ମଣିଷର ଜୀବନ ଓ ଜୀବୀକା ଉଭୟ ଦୁର୍ବିର୍ଶହ ହୋଇ ପଡୁଛି । ଏହାକୁ ନେଇ କିଛିଦିନ ତଳେ ଜାତିସଂଘ ମୁଖ୍ୟଙ୍କର ଏକ ବୟାନ ଆସିଥିଲା ।…