ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଂଚାଇବାର ବାଟ ଦେଖାଇଲା ଟେରାକୋଟା ପ୍ରଶିକ୍ଷଣ, ଟ୍ରେନିଂ ନେଇ ମହିଳା ତିଆରି…

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଂଚୁଥିବା କୁମ୍ଭକାରଙ୍କ ପାଇଁ ଅଭିଶାପ ପାଲଟିଛି ଷ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଥିଲେ କୁମ୍ଭକାର । ହେଲ ଏବେ ସେ ଦିନ ବଦଳି ଯାଇଛି ।…

ଗୋଟିଏ ଶ୍ରେଣୀଗୃହରେ ଚାଲିଛି ପୂରା ସ୍କୁଲ । ୫ଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପଢାଇବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ

କନକ ବ୍ୟୁରୋ : ରାୟଗଡା ସଦର ବ୍ଳକ ପେଣ୍ଡିଲି ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା । ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦୁଖୁନ୍ଦି ହୋଇ ପାଠ ପଢ଼ୁଛନ୍ତି ପିଲା । ପ୍ରଥମରୁ ପଚଂମ ଶ୍ରେଣୀର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ବସିଛନ୍ତୁି । ଉପସ୍ଥାନ ଶତପ୍ରଶିତ ରହିଛି । କିନ୍ତୁ ଶ୍ରେଣୀଗୃହ ଅଭାବରୁ ପିଲାଙ୍କୁ…

ଖଲ୍ଲିକୋଟରେ ଧିମେଇ ଯାଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ କାମ । ସରୁଛି ସମୟ, ହେଲେ ସରୁନାହିଁ ନିର୍ମାଣ କାମ

କନକ ବ୍ୟୁରୋ : ଗଞ୍ଜାମ-ଖୋର୍ଦ୍ଧା ସୀମାରେ ଥିବା ଶାଳିଆ ଡ୍ୟାମର ପାଣିକୁ ବିଶୋଧନ କରି ପିଇବାକୁ ଦିଆଯିବ । ଡ୍ୟାମ ପାଣିକୁ ଗାଁ ଗାଁରେ ପହଂଚାଯିବ । ଲୋକମାନେ ପାଇପ୍ ଯୋଗେ ଗାଁ ଦଣ୍ଡରୁ ପାଣି ସଂଗ୍ରହ କରିବେ । ସେଥିପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ଖଲ୍ଲିକୋଟ ବ୍ଲକର ୨୯ ପଂଚାୟତ…

ଧାନ କେଣ୍ଡା ଭରିବା ବେଳେ ବିଲରେ ଜଳାଭାବ । ଶୁଖିଲା ଜମିର ବିକଳ ଆଁ ଦେଖି ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଫାଟି ଆଁ କରିଛି ଧାନ ବିଲ । ଧାନ ଗର୍ଭ ଧରିବା ସମୟରେ ଧାନ ବିଲକୁ ଦେଖି ଚାଷୀର ଛାତି ଫାଟି ଯାଉଛି । ଅନାବୃଷ୍ଟି ଯୋଗୁଁ ଗଜପତି ଜିଲ୍ଲାରେ ମରୁଡି ମାଡିଆସୁଛି କହିଲେ ଚଳେ । ଅଭାବୀ ବର୍ଷା ସାଙ୍ଗକୁ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି । କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କେନାଲ…

ଏବେ ଭାରତର ପଡୋଶୀ ଦେଶରେ ଖୋଲିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା । ଜାଣନ୍ତୁ କଣ କହିଲେ ଭାରତର ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀଲଙ୍କାର ବନ୍ଦର ସହର ଭାବେ ପରିଚିତ ତ୍ରିକୋମାଲି ଗସ୍ତ କରିଛନ୍ତି । ସେଠାରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ମଧ୍ୟ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟରେ କର୍ପୋରେଟ ଜଗତକୁ ସମର୍ଥନ କରିବାରେ ଏସବିଆଇର…

ପାକିସ୍ତାନରେ କେବେ ହେବ ସାଧାରଣ ନିର୍ବାଚନ । କୋର୍ଟଙ୍କୁ ସୂଚନା ଦେଲେ ନିର୍ବାଚନ କମିଶନ

କନକ ବ୍ୟୁରୋ : କେବେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏହାକୁ ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ପାକିସ୍ତାନ ନିର୍ବାଚନ କମିଶନ ଗୁରୁବାର ଦିନ ଦେଶର ସୁପ୍ରିମକୋର୍ଟରେ କହିଛନ୍ତି କି ୨୦୨୪ ଫେବୃଆରୀ ୧୧ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।…