କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲୁଥିବା ଅଭିଯୋଗ ।

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁୁରିବୁଲୁଛି ପ୍ରଶ୍ନପତ୍ର, ଯେଉଁଥିରେ ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି ।…

ବଜାରରେ ଗଞ୍ଜେଇ ଚକୋଲେଟ୍ । ଚକଲେଟରେ ଗଞ୍ଜେଇ ବିକ୍ରି କରିି ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ ।ଟାର୍ଗେଟରେ ଦିନ ମଜୁରିଆ…

କନକ ବ୍ୟୁରୋ: ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ୍ । ହାଇଦ୍ରାବାଦରେ ଏହିପରି ଗଞ୍ଜେଇ ଚକୋଲେଟ ପାନ ଦୋକାନରେ ବିକ୍ରି ହେଉଛି । ପୋଲିସ ଏବେ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ଅନନ୍ତ ବାରିକ । ହାଇଦ୍ରାବାଦର ବାଲାନଗର ଅଞ୍ଚଳରୁ ଅନନ୍ତ ବାରିକକୁ…

ସାଇବର ଠକଙ୍କ ନୂଆ ତରିକା । OLX ରେ ବିଜ୍ଞାପନ ଦେଇ ଲୁଟିଲେ ଟଙ୍କା ।

କନକ ବ୍ୟୁରୋ: ଟିକେ ଅସଚେତନତା ଯୋଗୁ କିପରି ସାଇବର ଠକେଇର ଲୋକେ ଶିକାର ହୁଅନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଓଏଲଏକ୍ସରେ ବିଜ୍ଞାପନ ଦେଇ ୩୦ ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ ସୁଜିତ ଦାସ । ଘର ଭଡା ଦେବା ପାଇଁ ଓଏଲଏକ୍ସରେ ବିଜ୍ଞାପନ…

ଆଜି ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି । ଆଧୁନିକ ଓ ଦ୍ରୁତ ରେଳ ସେବା ଉପରେ ମୋଦି ସରକାରଙ୍କ…

କନକ ବ୍ୟୁରୋ: ଦେଶରେ ରେଳ ଭିତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । ଆଜି ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିିଭୂମି ପ୍ରକଳ୍ପର ଶିଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ…

ସୁନା ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ କଲେ ରେକର୍ଡ ।

କନକ ବ୍ୟୁରୋ: ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି…

ରୋଚକ ମୋଡରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ ।

କନକ ବ୍ୟୁରୋ: ରୋଚକ ମୋଡରେ ରାଞ୍ଚିରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ, ଇଂଲଣ୍ଡକୁ ଦରକାର ୧୦ ୱିକେଟ୍ । ମ୍ୟାଚ୍ ଜିତି ସିରିଜ ବିଜୟୀ ଲକ୍ଷରେ ରୋହିତ ବାହୀନୀ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ ୪୦ ରନ କରିଛି । ଓପନର…