ଆଜି ‘ଭାଲେଣ୍ଟାଇନ୍ ଡେ’ । ନିଜ ମନର ମଣିଷକୁ ହୃଦୟର କଥା କହିବେ ପ୍ରେମପକ୍ଷୀ । ରେଷ୍ଟୁରାଣ୍ଟ, ସପିଂ ମଲରେ ସ୍ୱତନ୍ତ୍ର…

କନକ ବ୍ୟୁରୋ: ପ୍ରେମ ଦୁଇଟି ଅକ୍ଷର । ପ୍ରେମ ବିନା ଜୀବନଟା ରଙ୍ଗହୀନ । ଜୀବନରେ ପ୍ରେମ ଭରିଦିଏ ଅନେକ ରଙ୍ଗ । ପ୍ରେମ ମାନେନା କୌଣସି ବନ୍ଧ ବାଡ । ସେହିପରି ଆଜି ହେଉଛି ପ୍ରେମର ଦିବସ ବା ଭାଲେଣ୍ଟାଇନ ଡେ । ଫେବୃଆରୀ ୭ ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଆଜି ଶେଷ ଦିନ । ଯାହାକୁ…

ପବିତ୍ର ଶ୍ରୀପଞ୍ଚିମୀରେ ଆଜି ହେବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ କରାଯିବ…

କନକ ବ୍ୟୁରୋ: ଆଜି ବସନ୍ତ ପଂଚମୀ । ଶିକ୍ଷାପୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ କରାଯାଉଛି ଆବାହନ । ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ ହେବ । ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା ।…

‘ଦିଲ୍ଲୀ ଚଲୋ’ ଜିଦରେ ଅଟଳ ଚାଷୀ । ଶମ୍ଭୁରେ ପୁଲିସ- ଚାଷୀ ମୁହାଁମୁହିଁ । ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିଲେ, ପୁଲିସ…

କନକ ବ୍ୟୁରୋ: ଜୋରଦାର ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ । ପଂଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏଁ ଶତାଧିକ ଟ୍ରାକ୍ଟର ଓ ଅନ୍ୟ ଯାହବାହନ ଧରି ଦିଲ୍ଲୀ ଅଭିମୁଖେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ।…

ବିଶ୍ୱ ଦେଖିବ ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ମରୁଭୂମିରେ ହୋଇଛି ଭବ୍ୟ…

କନକ ବ୍ୟୁରୋ: ବିଶ୍ୱ ଦେଖିବ ଆବୁଧାବିରେ ନିର୍ମିତ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର । ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଏହି ଭବ୍ୟ ମନ୍ଦିରର ଉଦଘାଟନ କରିବେ । ସ୍ଥାନୀୟ ସମୟ ଅନୁସାରେ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୭ଟା ଭିତରେ ମନ୍ଦିରର ଉଦଘାଟନ କରିବେ…

ଘରୋଇ ଉପଭୋକ୍ତା ପାଇଁ ଖୁସି ଖବର । ବିଜୁଳି ଦରକୁ କମାଇଲା ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା ଲେଖାଏଁ ଦର କମିଲା ।

କନକ ବ୍ୟୁରୋ: କମିଲା ବିଜୁଳି ଦର । ଘରୋଇ ଉପୋଭକ୍ତା ପାଇଁ ବିଜୁଳି ଦରକୁ କମାନଇ ଦେଇଛନ୍ତି ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା ଲେଖାଏଁ ଦର କମିଛି । ତେବେ ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ବିପିଏଲ ପରିବାରଙ୍କ ପାଇଁ ମାସିକ ବିଜୁଳି ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ…

ରାଜ୍ୟସଭା ତୃତୀୟ ଆସନ ପାଇଁ କିଏ ହେବେ ପ୍ରାର୍ଥୀ? ଆସନ୍ତାକାଲି ନାମାଙ୍କନ ଭରିପାରନ୍ତି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ…

କନକ ବ୍ୟୁରୋ: ରାଜ୍ୟରେ ଖାଲିପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡିରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ତୃତୀୟ ଆସନ ପାଇଁ ସସପେନ୍ସ ଜାରି ରହିଥିବା ବେଳେ ମିଳିଥିବା ସୂଚନା ଅନୁସାରେ, ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର…