କମନୱେଲଥ୍ ଗେମ୍ସରେ ହାଇଡ୍ରାମା । ନିୟମ ଭାଙ୍ଗିଲେ, ପଡିଆରେ ହାତାହାତି ହେଲେ ଦୁଇ ଖୋଳାଳି

କନକ ବ୍ୟୁରୋ: କ୍ରୀଡା ମଇଦାନରେ ହାଇଡ୍ରାମା । ଖେଳ ପଡିଆରେ କଡା ସଂଘର୍ଷ ଭିତରେ ଖେଳାଳି ହେଲେ ହାତାହାତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରମିଙ୍ଗହମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ମଇଦାନରେ । ଇଂଲଣ୍ଡ ଓ କାନାଡା ମଧ୍ୟରେ ଏହି ମୁକାବିଲାରେ ଦୁଇ ଦଳ ମଧ୍ୟରେ ଆକ୍ରମଣାତ୍ମକ ଖେଳ…

ଦରଦାମ ବୃଦ୍ଧିକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ: ଗିରଫ ହେଲେ ରାହୁଲ ଗାନ୍ଧୀ, କଳା ପୋଷାକ ପିନ୍ଧି ରାସ୍ତାକୁ…

କନକ ବ୍ୟୁରୋ: ଦରବୃଦ୍ଧିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ…

ତାଇୱାନର ଆଇରନ୍ ଲେଡି ସାଈ ଇଙ୍ଗ୍ ୱେନ୍ : ଦିନେ ଶି-ଜିନପିଙ୍ଗଙ୍କ ଚିଠିକୁ ଡଷ୍ଟବିନକୁ ଫିଙ୍ଗିଦେଇଥିଲେ ।

କନକ ବ୍ୟୁରୋ: ପୂର୍ବରୁ ଚୀନକୁ ଡରି ଡରି ରହୁଥିବା ତାଇୱାନ୍ ହଠାତ୍ ନିର୍ଭିକ ହୋଇଉଠିଲା । ନିଜ ଦେଶକୁ ସ୍ୱତନ୍ତ୍ର ଭାବେ ଚଳାଇବାର ସାହାସ ନେଇ ଏଠିକାର ନାଗରିକଙ୍କୁ ବି ସଶକ୍ତ କଲା । ଏସବୁର ଶ୍ରେୟ ଯାଉଛି ତାଇୱାନର ଆଇରନ୍ ଲେଡି ଭାବେ ଜଣା ବର୍ତ୍ତମାନର ରାଷ୍ଟ୍ରପତି ସାଈ ଇଙ୍ଗ ୱେନଙ୍କୁ ।…

ପୁଣି ମହଙ୍ଗା ହେଲା ବ୍ୟାଙ୍କ ଋଣ,ବଢିବ ଆପଣଙ୍କ EMI । RBI ରେପୋରେଟ୍ ବୃଦ୍ଧି

କନକ ବ୍ୟୁରୋ: ଆହୁରି ମହଙ୍ଗା ହେବ ବ୍ୟାଙ୍କ ଋଣ । ଲଗାତାର ତୃତୀୟ ଥର ପାଇଁ  ରେପରେଟରେ ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ । ଏଥର ରେପୋ ରେଟ୍ ୦.୫୦ ବୃଦ୍ଧିପାଇ ୫.୪୦ ପ୍ରତିଶତରେ ପହଞ୍ଚିଛି । ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏପରି କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର…

‘ମୀରାବାଈ ଚାନୁ ମୋର ପ୍ରେରଣା’ । ସ୍ୱର୍ଣ୍ଣ ଜିତିବା ପରେ ଏପରି କହିଲେ ପାକିସ୍ତାନୀ ୱେଟଲିଫ୍ଟର

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡା ହେବାର ଷଷ୍ଠ ଦିନରେ ପାକିସ୍ତାନକୁ ମିଳିଛି ସ୍ୱର୍ଣ୍ଣ । ଦେଶକୁ ଏହି ପଦକ ଭେଟି ଦେଇଛନ୍ତି ପାକିସ୍ତାନ ଭାରୋତ୍ତଳନକାରୀ ମୋହମ୍ମଦ ନୁହ ଦସ୍ତଗିର ବଟ୍ । ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ୱେଟଲିଫ୍ଟର ମୀରାବାଇ ଚାନୁଙ୍କୁ ନିଜ ପ୍ରେରଣା ବୋଲି କହିବା ସହ…

ଏଥର ବଜାରକୁ ଆସିବ ‘ସୁସ୍ମିତା ସେନ୍’ ଆମ୍ବ । ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

କନକ ବ୍ୟୁରୋ: ଉତ୍ତପ୍ରଦେଶର ମଲିହାବାଦ ଫଳଙ୍କ ରାଜା ଆମ୍ବ ଉତ୍ପାଦନ ପାଇଁ ସାରା ଦେଶରେ ଜଣାଶୁଣା । ଏଠିକାର ସବୁଠୁ ବଡ ଆମ୍ବ ଚାଷୀ ପଦ୍ମଶ୍ରୀ ହାଜି କଲିମୁଲ୍ଲାହ ଖାନ୍ ନିଜ ବଗିଚାରେ ଏପରି ଏକ ଆମ୍ବର ଚାଷ କରିଛନ୍ତି ଯାହାର ନାଁ ଦେଇଛନ୍ତି ପୂର୍ବତନ ବିଶ୍ୱ ବିଶ୍ୱସୁନ୍ଦରୀଙ୍କ ନାଁ ।…