ଭୁବନେଶ୍ୱରରେ କ୍ରୀଡ଼ା ମହାକୁମ୍ଭ : ଏସିଆ ମହାଦେଶରୁ ଆସୁଛନ୍ତି ଜଣାଶୁଣା କ୍ରୀଡ଼ାବିତ୍, ରାଜଧାନୀରେ ବ୍ୟାପକ ପ୍ରସ୍ତୁତି

52

କନକ ବ୍ୟୁରୋ : ମେଡାଲ ପାଇଁ ମହା ଲଢେଇ । କଳିଙ୍ଗ ଷ୍ଟାଡିୟମ ହେବ କ୍ରୀଡାବିତଙ୍କ ବେଟେଲ ଗ୍ରାଉଣ୍ଡ । ଏଥିରେ ସାମିଲ ହେବେ ଦେଶବିଦେଶର ଆଥେଲେଟ୍ । କ୍ରୀଡାର ଏହି ମହାକୁମ୍ଭ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଏପଟେ ଆଜି ଉନ୍ମୋଚିତ ହୋଇଛି ୨୨ତମ ଏସିଆନ୍ ଗେମର ମାସ୍କଟ –ଓଲି । ସାରା ରାଜ୍ୟରେ ବୁଲି ଏହି ମାସ୍କଟ ଦେବ ଏସିଆନ୍ ଗେମର ବାର୍ତ୍ତା ।

ଦେଖନ୍ତୁ ଏହି ଭିଡିଓ –