Daily Archives

June 28, 2024

ବିଶ୍ୱସ୍ତରୀୟ ବିମାନବନ୍ଦରରେ ବଡ଼ ଅଘଟଣ । ଭାଙ୍ଗିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ । ଚଟାଣ ତଳେ ଦବିଲା କାର,…

କନକ ବ୍ୟୁରୋ: ମୌସୁମୀର ପ୍ରଥମ ବର୍ଷାରୁ ହିଁ ଦିଲ୍ଲୀରେ ହାହାକାର ପରିସ୍ଥିତି । ଶୁକ୍ରବାର ସକାଳୁ ଇନ୍ଦିରାଗାନ୍ଧୀ ଅର୍ନ୍ତଜାତୀୟ ବିମାନ ଛାତ ଭୁଷୁଡିବା ଯୋଗୁଁ ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ କେଉଁ କାରଣ ପାଇଁ ରାଜଧାନୀର ହାଇପ୍ରୋଫାଇଲ ବିମାନବନ୍ଦରର ଛାତ…

ବର୍ଷାରେ ବୁଡ଼ିଲା ଦିଲ୍ଲୀ । ସଂସଦରେ ପହଞ୍ଚିବାକୁ ବୁହା ହେଲେ ସାଂସଦ । ସେପଟେ ଅଫିସ ଯିବାକୁ ଡଙ୍ଗାରେ ପାର ହେଲେ…

କନକ ବ୍ୟୁରୋ: ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ । ଯେଉଁ ଦିଲ୍ଲୀରେ ଗତକାଲି ପର୍ୟ୍ୟନ୍ତ ପାଣି ପାଇଁ ହାହାକାର ଦେଖାଦେଉଥିଲା ସେହି ଦିଲ୍ଲୀ ଏବେ ଭାସୁଛି । ଅସରାଏ ବର୍ଷାରେ ଭାସୁଛି ଦେଶର ରାଜଧାନୀ । କିଛି ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦିଲ୍ଲୀରୁ ଆସିଛି ଆଶ୍ଚର୍ୟ୍ୟ, ଚିକିତ ତଥା…

ଛାତ୍ରକୁ ଛୁରୀ ଭୁସିଲେ ଛାତ୍ର । ସାମାନ୍ୟ ବଚସାରୁ ବଡ ଅଘଟଣ । ଅପରାଧ ଆଡକୁ ଢଳୁଛନ୍ତି କି କିଶୋର?

କନକ ବ୍ୟୁରୋ: କୌଣସି କଥାକୁ ନେଇ ବିଦ୍ୟ।।ଳୟ ପରିସରରେ ପ୍ରଥମେ ବଚସା ଓ ପରେ କଥା କଟାକଟି । ଏଥିରେ ଉତକ୍ଷିପ୍ତ ହୋଇ ସହପାଠୀଙ୍କ ଛାତିରେ ଛୁରୀ ଭୁସି ଜୀବନ ନେବାକୁ ଉଦ୍ୟମ କରିଛି ଜଣେ ନବମ ଶ୍ରେଣୀର ଛାତ୍ର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଘଟିଛି…

ରାଜଧାନୀ ଛାତିରେ ଜମି କେଳେଙ୍କାରୀ । କିଏ ମାଡି ବସିଛି କୋଟି କୋଟି ଟଙ୍କାର ଜମି?

କନକ ବ୍ୟୁରୋ: ଭୁବନେଶ୍ୱର ପାତ୍ରପଡା ରାସ୍ତା କଡରେ ଥିବା ଜମିକୁ ନେଇ ଉଠିଛି ବିବାଦ । ଶହ ଶହ କୋଟି ଟଙ୍କାର ଏହି ଜମିକୁ ସେତେବେଳର ବରିଷ୍ଠ ଆଇଏସ- ଆଇପିଏସ ଅଧିକାରୀ ମାନେ ଚଞ୍ଚକତା କରି ନିଜ ନାଁରେ କରି ନେଇଥିବା ନେଇ ଅଭିଯୋଗ ଆସିଥିଲା । ଆଉ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏହି ଜମି…

ବିଜେଡି ବଦଳାଇଲା ରଣନୀତି । ସାମ୍ନାକୁ ଆସିଲେ ସିନିୟର, ବନ୍ଦ ହେବ କୋଟେରୀ ବ୍ୟବସ୍ଥା!

କନକ ବ୍ୟୁରୋ: ପରାଜୟର କାରଣ ଖୋଜା ଭିତରେ କିଛି ନୂଆ ରଣନୀତି ଆପଣାଇଛି ବିଜେଡି । ବିଗତ ଦିନରେ ଦଳ ମଧ୍ୟରେ ଜୁନିୟର ନେତାଙ୍କର କାଟତି ବଢ଼ିଥିଲା । ଅଭିଜ୍ଞତା ଓ ଗ୍ରହଣୀୟତା ନଥାଇ ଅନେକ ପ୍ରସଙ୍ଗରେ ସେମାନେ ମତ ରଖୁଥିଲେ । ନିର୍ବାଚନ ପ୍ରଚାର ବେଳେ ବିଜେପି କେନ୍ଦ୍ର ନେତୃତ୍ୱଙ୍କୁ କାଉଣ୍ଟର…

ବଢୁଛି ଭିତ୍ତିଭୂମି କଳେବର, ହେଲେ କମୁଛନ୍ତି କ୍ରୀଡାବିତ । ରାଜ୍ୟରୁ ବାହାରୁ ନାହାନ୍ତି ଅଧିକ ଅନ୍ତର୍ଜାତୀୟ ଖେଳାଳି ।…

କନକ ବ୍ୟୁରୋ: ଓଡିଶାରେ ଖେଳ ଭିତ୍ତିଭୂମିର କଳେବର ବଢୁଛି । ହେଲେ ସେହି ଅନୁପାତରେ କ୍ରୀଡାବିତଙ୍କ ସଂଖ୍ୟା ବଢୁନାହିଁ । ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ବାହାରୁ ନାହାନ୍ତି । ଜାତୀୟସ୍ତରରେ ଓଡିଶାର ପ୍ରତିନିଧିତ୍ୱ କମିଯାଉଛି । ଏପରିକି ଅଲିମ୍ପିକ୍ସରେ ମଧ୍ୟ ଓଡିଆଙ୍କ ସଂଖ୍ୟା କମି କମି…