Daily Archives

June 28, 2024

ବିବାହ ପରେ ଚୋରା ପୀରତିରୁ ବିଭତ୍ସ ହତ୍ୟାକାଣ୍ଡ । ପ୍ରେମିକ ପ୍ରେମିକାକୁ ଆଜୀବନ କାରାଦଣ୍ଡ ।

କନକ ବ୍ୟୁରୋ: ବିବାହ ପରେ ଚୋରା ପୀରତିରୁ ବିଭତ୍ସ ହତ୍ୟାକାଣ୍ଡ । ପ୍ରେମିକ ପ୍ରେମିକାକୁ ଆଜୀବନ କାରାଦଣ୍ଡ । ସ୍ତ୍ରୀ ଓ ପ୍ରେମିକା ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ମାମଲାର ରାୟ ଆସିଛି । ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ ୨୦୧୩ ମସିହାର ଏହି ହାଇପ୍ରୋଫାଇଲ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ଦୋଷୀ…

ଭବାନୀପାଟଣା ପୌରପାଳିକାରେ ଅସନ୍ତୋଷର ବିସ୍ଫୋରଣ । ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାରେ କୁହୁଳୁଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି । ସବୁ କାଉନସିଲର ଏକଜୁଟ ହୋଇ ପୌରପାଳିକା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଉପ-ନଗରପାଳଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା…

ନିଟ୍ ପେପର ଲିକ୍ ମାମଲାରେ ବଡ଼ ଆକ୍ସନ । ଆଉ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା ସିବିଆଇ ।

କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ବଡ଼ ଆକ୍ସନ । ଆଉ ୨ ସନ୍ଦିଗ୍ଧଙ୍କୁ ଗିରଫ କଲା ସିବିଆଇ । ହଜାରିବାଗର ଓଏସିଏସ ସ୍କୁଲ ପ୍ରିନ୍ସିପାଲ ଏହସାନୁଲ ହକ ଓ ଭାଇସ ପ୍ରିନ୍ସିପାଲ ଇମତିଆଜଙ୍କୁ ଗିରଫ କରାଯାଇଛି । ପ୍ରିନ୍ସିପାଲ ଏହସାନୁଲଙ୍କ ସହ ଦୁଇ ଜଣ ସାମ୍ବାଦିକଙ୍କ ଲିଙ୍କ୍ ଥିବା ମଧ୍ୟ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିକାଶ ନେଇ ଆଲୋଚନା ସୂଚନା ।

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଅବସରରେ ରାଜ୍ୟର ବିଭିନ୍ନ…

ସଂସଦରେ ନିଟ୍ ଝଡ ଜାରି । କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ ।

କନକ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା…

୫ ମାସ ପରେ ଜେଲରୁ ମୁକୁଳିଲେ ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଜାମିନ

କନକ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ନେତା ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପାଇଛନ୍ତି ଜାମିନ । କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ସାଢେ ୮ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି।…