Daily Archives

June 27, 2024

କଳା, ସଂସ୍କୃତି, ଐତିହ୍ୟର ସହରରେ ରଙ୍ଗ ଖୋଜୁଛି ରଙ୍ଗମଞ୍ଚ: ଜରାଜୀର୍ଣ୍ଣ କଟକର ଜନତା ରଙ୍ଗମଞ୍ଚ, ମାଟିରେ ମିଶିଲାଣି…

କନକ ବ୍ୟୁରୋ: କଳା, ସଂସ୍କୃତି, ଐତିହ୍ୟ ସମ୍ପନ୍ନ ସହର ହଜାର ବର୍ଷର ରୌପ୍ୟ ନଗରୀ କଟକ। ଏ ସହର କଳା ଓ କଳାକାରଙ୍କ ଏନ୍ତୁଡ଼ିଶାଳ। ହେଲେ ଯେଉଁ କଳା ଓ କଳାକାର ମାନେ ଯେଉଁ ମଞ୍ଚ ରେ ନାଟକ ପରିବେଷଣ କରନ୍ତି ସେଇ ମଞ୍ଚ ଆଜି ଜରାଜୀର୍ଣ୍ଣ ଓ ରୁଗଣ ଅବସ୍ଥାରେ। ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛି…

ଆସିକା ସୂତାକଳ ପଛର ଅକୁହା କାହାଣୀ: କାରଖାନା ବନ୍ଦ ହୋଇଯିବା ପରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କର୍ମଚାରୀ

କନକ ବ୍ୟୁରୋ: କିଏ କ୍ୟାନସରରେ ପଡିଛି ହେଲେ ମେଡିକାଲରେ ଦେଖାଇବା ପାଇଁ ପଇସା ନାହିଁ । କିଏ ପରିବାର ଚଳାଇବା ପାଇଁ ଝାଡୁ ପ୍ରସ୍ତୁତ କରୁଛି ତ ପୁଣି କିଏ ନିଜ ରୋଗିଣା ସ୍ତ୍ରୀ ଔଷଧ ଖର୍ଚ ପାଇଁ କନ୍ଥା ସିଲେଇ କରୁଛି। ଏହି ସବୁ ଘଟଣା ପ୍ରତ୍ୟେକ ଚରିତ୍ର ପଛରେ ରହିଥିବା କାହାଣି ଶୁଣିଲେ ଆପଣ…

ସରକାରୀ ବିଦ୍ୟାଳୟର ବିକଳ ଚିତ୍ର: ପଞ୍ଚାୟତ ପକ୍ଷରୁ ଭାଙ୍ଗି ଦିଆଯାଇଛି ଶ୍ରେଣୀଗୃହ । ଅସ୍ୱାସ୍ଥ୍ୟକର ପରିବେଶରେ…

କନକ ବ୍ୟୁରୋ: ଗଛମୂଳେ ବିଦ୍ୟାଳୟ । ସ୍କୁଲ ଘର ନିର୍ମାଣରେ ଚଞ୍ଚକତା ଯୋଗୁଁ ପଲିଥିନ ତଳେ ପାଠପଢୁଛନ୍ତି କୁନି କୁନି ପିଲା। ବିଦ୍ୟାଳୟ ବୋଲି କୁହାଯାଉଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖେଲ ଆପଣମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ପିଲାଙ୍କ ପାଇଁ ଏଠି କେମିତି ଶୈଖିକ ବାତାବରଣ…

ମହାନଦୀ ପାଣି ରାଜନୀତି: ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ବିଜେଡି । କହିଲା ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ…

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନିନ୍ଦା କଲା ବିଜେଡି । ମହାନଦୀ ଓଡ଼ିଶାର ହକ, ୯୫ ବର୍ଗ ପରିଧି ଏବଂ ୧୬ ଟି ଜିଲ୍ଲାର ଜୀବନ ଧାରା ହେଉଛି ମହାନଦୀ, ମହାନଦୀକୁ ନେଇ ଛତିଶଗଡ ମନମାନି କରିଛି, ବିଜେଡି ସରକାର କିଛି…

ଆଗାମୀ ୩ ଘଣ୍ଟା ସତର୍କ ରୁହ! ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଏହିସବୁ ଜିଲ୍ଲା ଗୁଡ଼ିକୁ…

କନକ ବ୍ୟୁରୋ: ରାଜ୍ୟର ୨୧ଟି ଜିଲ୍ଲାକୁ ସତର୍କ  ରହିବାକୁ ପରାମର୍ଶ । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲା ଗୁଡ଼ିକ ହେଲେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ସୋନପୁର,…

ଟି-୨୦ ବିଶ୍ୱକପ୍ ଫାଇନାଲ ଟିକେଟ୍ ପାଇଁ ମୁକାବିଲା: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଖେଳାଯିବ ଟି-୨୦ ବିଶ୍ୱକପ ଫାଇନାଲ । ପ୍ରଥମ ଦଳ ଭାବେ ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫିକ୍ରା ସହ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ ଖେଳିବ ଆଜିର ବିଜେତା । ଆଜି ଇଣ୍ଢିଆ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ…