Daily Archives

June 25, 2024

ଅଙ୍ଗନବାଡି ଛାତରୁ ଖସୁଛି ପ୍ଲାଷ୍ଟର: ଗଛମୂଳରେ ବସି ପଢୁଛନ୍ତି କୁନି କୁନି ପିଲା, ବିପଦସଙ୍କୁଳ ଘରେ ଚାଲିଛି ରୋଷେଇ

କନକ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରୁ ଖସୁଛି ସିମେଣ୍ଟ ଅତଡ଼ା। ବିପଦ ସଙ୍କୁଳରେ ଅବସ୍ଥାରେ ବସୁଛନ୍ତି ଶୈଶବ। କେନ୍ଦୁଝର ଜିଲ୍ଲା ଯୋଡା ସହର, ଯେଉଁଠାରୁ ରାଜ୍ୟ ସରକାରଙ୍କୁ ମିଳେ କୋଟି କୋଟି ଟଙ୍କା । ଜିଲ୍ଲା ଖଣିଜ ପାଣ୍ଠିକୁ ଯାଏ କୋଟି କୋଟି ଟଙ୍କା । ହେଲେ ଖଣି ପ୍ରଭାବିତ ଅଞ୍ଚଳ ଭବିଷ୍ୟତ…

ଆକ୍ସନ ମୋଡରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ: ସମ୍ବର୍ଦ୍ଧନା ସଭାରେ ବ୍ଲକ କର୍ତ୍ତୃପକ୍ଷଙ୍କୁ ପଚାରିଲେ ପ୍ରଶ୍ନ

କନକ ବ୍ୟୁରୋ: ପ୍ରଥମରୁ ଆକ୍ସନ ମୋଡରେ ଯାଜପୁର ଜିଲ୍ଳା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ନବ ନିର୍ବାଚିତ ବିଧାୟକ ଗତକାଲି ଦିନ ଗୋଟାଏ ବେଳେ ଓଏଲଏମ ବୈଠକରେ ଯୋଗଦେଇ ଅଭିନନ୍ଦନ ଗ୍ରହଣ କରିବା ସହ ସମସ୍ତେ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହାପରେ ବିଧାୟକ…

ବିଶ୍ୱବିଦ୍ୟାଳୟ ଘୋଷଣାର ୫ ବର୍ଷ ପରେ ବି ନାହାନ୍ତି ଅଧ୍ୟାପକ: ପୁରୁଣା ସରକାର ଗକଲେ, ନୂଆ ସରକାର ବୁଝିବେ କି ସମସ୍ୟା?

କନକ ବ୍ୟୁରୋ: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେବଳ ନାଁକୁ ମାତ୍ର । ୫ ବର୍ଷ ତଳେ ବିଶ୍ୱ ବିଦ୍ୟାଳୟ ଘୋଷଣା ହୋଇଥିଲା । ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଅନ୍ୟଷ୍ଟାଫ୍ ମଧ୍ୟ ନାହାନ୍ତି । ୧୨୬ ଶିକ୍ଷକଙ୍କ କାମ କରୁଛନ୍ତି ମାତ୍ର ୨୦ ଜଣ । ବାହାରୁ ଅନ୍ୟ ଶିକ୍ଷକଙ୍କୁ ଆଣି…

ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚିଲେ ଜିଏ ଅଧିକାରୀ: ଭିତରର ସ୍ଥିତି ଅନୁଧ୍ୟାନ ପରେ ଉଚ୍ଚପଦସ୍ଥ…

କନକ ବ୍ୟୁରୋ: ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରେ ପହଂଚିଲେ ଜି.ଏ ଅଧିକାରୀ । ଜିଏ ବିଭାଗର ଅଧିକାରୀ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ବାସଭବନ ବୁଲି ଦେଖିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି । ସେପଟେ ଆବଂଟିତ…

ବିଏମସି କମିଶନରଙ୍କୁ ନୋଟିସ: ଭୁବନେଶ୍ୱର ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା । ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ସୁରକ୍ଷା କମିଶନ । ଏଭଳି ଦୁର୍ଘଟଣା ରୋକିବାକୁ କଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଜୁନ ୧୮ ତାରିଖରେ…

ମୁନ୍ନାଭାଇ MBBS ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ…

କନକ ବ୍ୟୁରୋ: ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ । କଟକ ଏସସିବିରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଏଥିସହ ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ ସେ କହିଛନ୍ତି । ତା ସହ ଡାକ୍ତରଙ୍କୁ ସୁରକ୍ଷା ଓ ରୋଗୀଙ୍କୁ…