Daily Archives

June 25, 2024

ବୃକ୍ଷ ରୋପଣ ନାଁ ବଡ଼ ଘୋଟାଲା । ଫଳକରେ ଥିବା ତଥ୍ୟର ଫିଟିଲା ଗୁମର । ବନୀକରଣ ଆଳରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ…

କନକ ବ୍ୟୁରୋ: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହ ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ନା ସଠିକ ସମୟରେ ବର୍ଷା ହେଉଛି ନା ତାପମାତ୍ରାର ନିୟନ୍ତ୍ରଣ ରହୁଛି । କେବଳ ଗରମ ଓ ତାତି ଭିତରେ ଅସ୍ତବ୍ୟସ୍ତ ହେଉଛି ସମଗ୍ର ଜନ ଜୀବନ । ଏହାର ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣ ଅତି ଆବଶ୍ୟକ ।…

ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ । ଏଣିକି କେବଳ ରାତିରେ ରହିବ କଟକଣା ।

କନକ ବ୍ୟୁରୋ: ବାଲେଶ୍ୱରବାସୀଙ୍କ ପାଇଁ ଜରୁରୀ ସୂଚନା । କର୍ଫ୍ୟୁକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଅପଡେଟ୍ । ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ୱରରେ ଏଣିକି କେବଳ ରାତ୍ରୀକାଳୀନ ଲାଗିବ କର୍ଫ୍ୟୁ କଟକଣା । ଆସନ୍ତାକାଲିଠୁ କେବଳ ରାତିରେ ହିଁ ରହିବ କଟକଣା ।…

ଚର୍ଚ୍ଚାରେ ପ୍ରଣବଙ୍କ ସରକାରୀ କ୍ୱାର୍ଟର୍: ବିବାଦୀୟ ନିର୍ମାଣ ଭାଙ୍ଗିବାକୁ ନେଇ ତନାଘନା

କନକ ବ୍ୟୁରୋ: ସରକାରୀ କ୍ୱାର୍ଟର ଭିତରେ ତିଆରି କରିଥିଲେ ରହସ୍ୟମୟ ଓ ଆଲିସାନ ଘର । ଆଉ କ୍ଷମତା ଯିବା ପରେ ଏହି ଘରର ଏବେ ଭଙ୍ଗା ଚାଲିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ୱର କ୍ୱାର୍ଟରରେ ଥିବା ରହସ୍ୟମୟ ଘର ଭଙ୍ଗା ଚାଲିଛି । ସରକାରୀ କ୍ୱାର୍ଟର ଭିତରେ ବବି…

ଦମ୍ପତ୍ତିଙ୍କ ନିଆରା ଉଦ୍ୟମ: ଶିକ୍ଷିତ ସମାଜ ଗଠନ ପାଇଁ ଖୋଲିଛନ୍ତି ନିଶୁଳ୍କ ଶିକ୍ଷା କେନ୍ଦ୍ର, ବସ୍ତି ପିଲାଙ୍କ ଭରସା…

କନକ ବ୍ୟୁରୋ: ଆଜିକା ଦିନରେ ଶିକ୍ଷା ଏକ ମୁଖ୍ୟ ବ୍ୟବସାୟ ପାଲଟି ଥିବା ବେଳେ ଏକ ସୁସ୍ଥ ଶିକ୍ଷିତ ସମାଜ ଗଠନ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆଗଭର ହୋଇପଡିଛନ୍ତି। ଜୁନାଗଡ଼ ସହରର ଗଳିକନ୍ଦି ବସ୍ତିରେ ଥିବା ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ଜ୍ୟୋତି ଗୁରୁମା । ସୀତାରାଣୀ…

କାକଟପୁରରେ ବାଟବଣା ନିରାମୟ କେନ୍ଦ୍ର: ଡାକ୍ତର ଲେଖୁନାହାନ୍ତି ନିରାମୟ କେନ୍ଦ୍ରର ଔଷଧ

କନକ ବ୍ୟୁରୋ: କାକଟପୁର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରର ଆରୋଗ୍ୟ କେନ୍ଦ୍ରରେ ନିରାମୟ ଯୋଜନା ଫେଲ ମାରିଛି। ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ। ଫଳରେ ରୋଗୀ ବାହାରୁ ଔଷଧ କଣି ଅର୍ଥିକ ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ଡାକ୍ତର କହୁଛନ୍ତି, ନିରାମୟ ଔଷଧ କାମ ଦେଉନାହିଁ।…

କଟକ ରାସ୍ତାରେ ବାଲି ପଡିଲେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନୁନଥିବା ବାଲି ଠିକାଦାରଙ୍କ ବିରୋଧରେ…

କନକ ବ୍ୟୁରୋ: ଵାଲିଘାଟ ଠିକାଦାର ମାନୁନାହାନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ପ୍ରଶାସନ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ପରାମର୍ଶ ଦେଇଛନ୍ତି ସିଏମସି ମେୟର ସୁବାଷ ସିଂ। ଵାଲି ଚାଲାଣ ଯୋଗୁଁ ରାସ୍ତା ଘାଟରେ ଗମନାଗମନ ଅସୁବିଧା ହେଉଛି । ରାସ୍ତାରେ ପଡୁଥିବା ଵାଲି ସଫା…