Daily Archives

June 23, 2024

ପରାଜୟ ପରେ ଦଳ ଭିତରେ କୁହୁଳୁଛି କି ଅସନ୍ତୋଷ । ଏକଜୁଟ ରହି ଦଳକୁ ମଜବୁତ କରିବାକୁ ନେତାଙ୍କୁ ପରାମର୍ଶ ଦେଲେ ବିଜେଡି…

କନକବ୍ୟୁରୋ:ନିର୍ବାଚନରେ ବିଜେଡିର ପରାଜୟ ପରେ, ଦଳ ଭିତରେ କୁହୁଳୁଛି ଅସନ୍ତୋଷ । ଦଳର ବରିଷ୍ଠ ନେତା ସାମନାକୁ ଆସି ବିରୋଧ କରୁନଥିଲେ ବି ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିନ୍ତୁ ଯୁବ ଓ ଛାତ୍ର ନେତା ଖୋଲାଖୋଲି ବିଶୋଦଗାର କରିବା ଆରମ୍ଭ କଲେଣି । ଏହି ଖବର ବିଜେଡି…

ଆଷାଢ ଅଧାରେ ବି ଶୁଖିଲା ପଡିଛି ଚାଷଜମି । କିଭଳି ହେବ ଚାଷ କାର୍ଯ୍ୟ, ପ୍ରଶ୍ନ ଉଠାଇଲେ କୋଇଡା ଶର୍ଗୀଗଡର ଚାଷୀ

କନକ ବ୍ୟୁରୋ : ଆଷାଢ ହେଲାଣି ହେଲେ ବର୍ଷା ନାହିଁ । ଜମି ଫାଟି ଆଁ କଲାଣି । ଏକର ଏକର ଜମି ଖାଲି ପଡିଥିବା ବେଳେ ଚାଷ କେମିତି କରିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ କୁଳ । ସୁନ୍ଦରଗଡ କୋଇଡା ଶର୍ଗୀଗଡ଼ରେ ନିରାଶ ହୋଇପଡିଛି ଚାଷୀକୁଳ । ପୂର୍ବବର୍ଷ ଭଲ ଚାଷ ହୋଇଥିଲା ହେଲେ ଯାହା କିଛି ଚାଷ…

ଅସୁସ୍ଥ ଅବସ୍ଥାରେ କାକଟପୁର ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ର । ଆସୁନାହାଁନ୍ତି ଡାକ୍ତର କି କର୍ମଚାରୀ, ଚିକିତ୍ସା ପାଇଁ ଆସି…

କନକ ବ୍ୟୁରୋ : କାକଟପୁର ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ । ଯାହାଫଳରେ ରୋଗୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ମେଡିକାଲରେ ଡାକ୍ତର କିଛି ଦିନ ହେଲା ଅନୁପସ୍ଥିତ ଅଛନ୍ତି । ତା ସାଙ୍ଗକୁ ସେଠାରେ ଥିବା ଅନ୍ୟ ଆୟୁଷ ଡାକ୍ତର ଓ କର୍ମଚାରୀ ମାନେ ସଠିକ୍…

ପର କରୁଛି ପରିବା ଦର । ବରଗଡରେ ସବୁ ପରିବାର ଦର ଆକାଶଛୁଆଁ, ଚିନ୍ତାରେ ଖାଉଟି

କନକ ବ୍ୟୁରୋ : ବରଗଡ଼ରେ ପରିବା ଦର ଆକାଶଛୁଆଁ । ଟମାଟୋ କିଲୋ ୧୦୦, ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି । ବନ୍ଧାକୋବି, ଫୁଲକୋବି ଦର ବି ୭୦ରୁ ୮୦ ଟଙ୍କା ରହିଛି । ଟମାଟୋ କିଲୋ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦର ୧୦୦ ଟପିବ ବୋଲି…

ବାଲେଶ୍ୱରରେ କର୍ଫ୍ୟୁ ଭିତରେ ଚାଲିଛି ଇଣ୍ଟରନେଟର ସଂର୍ଘଷ ,

କନକବ୍ୟୁରୋ: ବାଲେଶ୍ୱରରେ ଯେଉଁଠି ଆସୁଛି ଇଣ୍ଟରନେଟ ସେଇଠି ଲୋକଙ୍କ ଭିଡ । ଆଜି ଦିନ ବେଳା କରାଯାଇଥିଲା କର୍ଫୁ କୋହଳ । ବାଲେଶ୍ୱରରେ କର୍ଫ୍ୟୁ ଭିତରେ ଇଣ୍ଟରନେଟ ପାଇଁ ସଂର୍ଘଷ । ସହର ଛାଡି ଇଣ୍ଟର ନେଟ ଆସୁଥିବା ଅଂଚଳରେ ପ୍ରବଳ ଭିଡ । ଆଜି ଦିନ ବେଳା କରାଯାଇଥିଲା କର୍ଫ୍ୟୁ କୋହଳ । କିଏ…

କେବେ ସରିବ କାକଟପୁର କଲେଜର ଉନ୍ନତିକରଣ କାମ । ବିଜ୍ଞାନଗାର ପାଲଟିଛି ଅଳିଆ ଗଦା, ପ୍ରାକ୍ଟିକାଲରୁ ବଞ୍ଚିତ ବିଜ୍ଞାନ…

କନକ ବ୍ୟୁରୋ : ବିକାଶର ବିକଳ ଚିତ୍ର । ସ୍କୁଲ କଲେଜର ଆଧୁନିକୀ କରଣ କରାଯାଇଛି । ସ୍ମାର୍ଟ କ୍ଲାସ ରୁମରୁ ନେଇ ଇ-ଲାଇବ୍ରେରୀର ମଧ୍ୟ ବ୍ୟବସ୍ଥା ନେଇ କାମ ଆରମ୍ଭ ହୋଇଥିଲା । ଏହି ସବୁ ସୁବିଧା ପରେ ମଡେଲ କଲେଜ ଭାବେ ପରିବର୍ଦ୍ଧିତ ନେଇ ଆଶା ବି ରହିଥିଲା । ହେଲେ କାମ ସମ୍ପ୍ରୁ୍ଣ୍ଣ…