Daily Archives

June 22, 2024

ଦିଲ୍ଲୀରେ ଉଠିବ ଓଡି଼ଆ ଅସ୍ମିତା ପ୍ରସଙ୍ଗ । ବିଜେପି ପ୍ରସ୍ତୁତ କରିଛି ଖସଡ଼ା

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଓଡିଶାରେ ସରକାର କରିଛି ଭାରତୀୟ ଜନତା ପାର୍ଟି । ଅପ୍ରତ୍ୟାଶିତ ଭାବେ ୨୧ରୁ ୨୦ ସାଂସଦ ଜିତି ବିଜେଡିକୁ ଲୋକସଭାରେ ମୁଳପୋଛ କରିଛି ଦଳ । ଓଡିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରସଙ୍ଗ କରି ରାଜ୍ୟ ନିର୍ବାଚନ ବୈତରଣୀ ପାର କରିଥିଲା ବିଜେପି । ଆଉ…

ଖୁବଶୀଘ୍ର ବିଜେଡିର ନବକଳେବର! ସାଂଗଠନିକ ସ୍ତରରେ ହେବ ବଡ ପରିବର୍ତନ

କନକ ବ୍ୟୁରୋ : ପରାଜୟର ସ୍ୱାଦ ଚାଖିନଥିବା ବିଜେଡି ୨୪ ନିର୍ବାଚନରେ ମାଟିି କାମୁଡିଛି । ବିଜେଡିର ଆଗଧାଡିର ନେତା ବି ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି । ହେଲେ କାହିଁକି ଏ ବିପର୍ଯ୍ୟୟ ହେଲା, ଯାହାକୁ ନେଇ ତୃଣମୂଳସ୍ତରରୁ ଆରମ୍ଭ କରି ଉପରସ୍ତର ନେତା ସନ୍ଧିହାନ ଅଛନ୍ତ। ପରାଜୟର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଛି ଘର ଖୋଜା । ୧୦ ଦିନ ପରେ ବି ମିଳିନି ଘର

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ମୋହନ ମାଝୀ, ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଭାବେ ରହି, ନିଜର ସବୁ କାର୍ଯ୍ୟ ଚଳାଉଛନ୍ତି । ଲୋକଙ୍କୁ ଭେଟିବା ହେଉ କିମ୍ବା କୌଣସି ବିଭାଗର ସମୀକ୍ଷା, ସବୁ କିଛି ସେହିଠାରେ ଚାଲିଛି । କିନ୍ତୁ ଏହା ଭିତରେ ଶପଥ ଗ୍ରହଣକୁ ୧୦ଦିନ ବିତିଥିଲେ…

ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଶ୍ରୀଜିଉ । ୧୦୮ ଗରା ସୁବାସିିତ ଜଳରେ ସ୍ନାନ କଲେ ଚତୁଦ୍ଧାମୂର୍ତି, ଶ୍ରୀଜିଉଙ୍କ ଗଜବେଶ…

କନକ ବ୍ୟୁରୋ : ବଡ଼ ଠାକୁରଙ୍କ ଭବ୍ୟ ବେଶ ଦେଖିବାକୁ ଆଜି ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଭଗବାନଙ୍କ ଅପରୂପ ବେଶ ଦେଖି ମନ୍ତ୍ର ମୁଗ୍ଧ ହୋଇ ଯାଇଛନ୍ତି ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର…

କେନ୍ଦ୍ର ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଅର୍ଥମନ୍ତ୍ରୀଙ୍କୁ ଦେଲେ ରାଜ୍ୟ…

କନକ ବ୍ୟୁରୋ : ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ବିଧାୟିକା ଭାବେ ରାଜ୍ୟର କରୁଛନ୍ତି ସେବା । ଏବେ ପ୍ୟାରିସରେ ଅଲିମ୍ପିକ ଖେଳିବାର ମିଳିଲା ସୁଯୋଗ

କନକ ବ୍ୟୁରୋ : ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତରୁ ପ୍ରଥମଥର ପାଇଁ ଜଣେ ମହିଳା ବିଧାୟିକା ଖେଳିବାର ସୁଯୋଗ ପାଇଛନ୍ତି । ସେ ସୁଟିଂରେ ଭାରତ ତରଫରୁ ସ୍ଥାନ ପାଇଛନ୍ତି । ବିଧାୟିକା ଶ୍ରେୟସୀ ସିଂଙ୍କ ବୟସ ୩୨ ବର୍ଷ । ବିହାରର ଜମୁଇ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ…