Daily Archives

June 17, 2024

ବଦଳିଲା ୨୪ ବର୍ଷର ଶାସନ ଢାଞ୍ଚା। ମନ୍ତ୍ରୀଙ୍କୁ ଭେଟୁଛନ୍ତି ସଚିବ । ମନ୍ତ୍ରୀଙ୍କୁ ଭେଟିବାକୁ ଲାଗିଲା ଅଫିସରଙ୍କ ଧାଡ଼ି

କନକ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଶାସନରେ ଅଫିସର ବା ବାବୁମାନେ ଥିଲେ ବହୁ କ୍ଷମତାର ଅଧିକାରୀ । ବିଧାନସଭା ହେଉ କି ରାଜରାସ୍ତା, ସବୁବେଳେ କୁହାଯାଉଥିଲା, ଓଡ଼ିଶାରେ ଚାଲିଛି ଅଫିସର ରାଜ । ମନ୍ତ୍ରୀ ବଡ଼ ନୁହେଁ, ସଚିବ ବଡ଼ ବୋଲି କୁହାଯାଉଥିଲା । କିନ୍ତୁ ଶାସନ ବଦଳିବା ପରେ ଯେପରି ଅଫିସରଙ୍କ…

ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି । କଳ୍ପନା ଜଳ୍ପନା ଭିତରେ ଆଶ୍ୱସ୍ତି ଦେଲା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

କନକ ବ୍ୟୁରୋ: ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଚିବ ଓ ବରିଷ୍ଠ ଅଧିକାରୀ ସହ ବିଭାଗର ସମୀକ୍ଷା…

ପିଏମ୍ କିଷାନ ସମ୍ମାନ ନିଧିରେ କାଲି ଚାଷୀଙ୍କୁ ମିଳିବ ଟଙ୍କା । ୨ ହଜାର ଟଙ୍କା ଲେଖାଏଁ ପାଇବେ ୯ କୋଟି ୨୬ ଲକ୍ଷ ଚାଷୀ

କନକ ବ୍ୟୁରୋ: ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ ନରେନ୍ଦ୍ର ମୋଦୀ । ମଙ୍ଗଳବାର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଉତ୍ତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇବେ ପିଏମ…

ତାତି କରୁଛି କଲବଲ । ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

କନକ ବ୍ୟୁରୋ: ତାତି କରୁଛି କଲବଲ । ଆଜି ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଇଛି । ୪୨.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ବୌଦ୍ଧରେ ୪୨ ଡିଗ୍ରୀ, ନୂଆପଡାରେ ୪୧. ୬, ଭୁବନେଶ୍ୱର, ଭବାନୀପାଟଣା, ସୁନ୍ଦରଗଡରେ ୪୧ ଡିଗ୍ରୀ,…

ଭିନ୍ନକ୍ଷମ ନୁହେଁ ସେ ସକ୍ଷମ ଜଗନ୍ନାଥ । ଦିବ୍ୟାଙ୍ଗ ହାତରେ କାଠରେ ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି ମାଥିଲିର ଜଗନ୍ନାଥ…

କନକ ବ୍ୟୁରୋ: ସେ ଅକ୍ଷମ ନୁହଁନ୍ତି । ପିଲାଟି ଦିନରୁ ଭିନ୍ନକ୍ଷମର ପ୍ରାଥମିକତାରେ ସେ ବଢି ଆସିଛନ୍ତି ସତ । ହେଲେ ସକ୍ଷମ ମଣିଷ ଠାରୁ କିନ୍ତୁ ସେ କମ୍ ନୁହଁନ୍ତି । ବାପାଙ୍କ କାଠ କାର୍ଯ୍ୟର କାରୁକଳା ଦେଖି ନିଜେ ବି ଶୁଖିଲା କାଠ ମୁହଁରେ ହସ ଫୁଟାଉଛନ୍ତି ଭିନ୍ନକ୍ଷମ ଜଗନ୍ନାଥ । ପଡିଥିବା…

କୋରାପୁଟରେ ଆରମ୍ଭରୁ ଝୁଣ୍ଟିଲାଣି ମଣ୍ଡି । କଟନୀ ଛଟନୀକୁ ବିରୋଧ କରିବାରୁ ଧାନ ନକିଣି ମଣ୍ଡିରୁ ଚାଲିଗଲେ ମିଲର ।

କନକ ବ୍ୟୁରୋ: ସରକାର ବଦଳିଗଲେ କିନ୍ତୁ ମଣ୍ଡିରେ ବଦଳିଲା ନାହିଁ କଟନି ଛଟନି । କ୍ୱିଣ୍ଟାଲ ପିଛା ୫ କେଜି କଟନି ନ କଲେ ଧାନ ଉଠାଇବୁ ନାହିଁ କହି ମଣ୍ଡିରୁ ଚାଲିଗଲେ ମିଲର । ଜଳକା ହୋଇ ରହିଲେ ଆରଏମସି ଓ ଲ୍ୟାମ୍ପସ୍ କର୍ମଚାରୀ । ହତାସ ହୋଇ ରହିଲା ଚାଷୀ । ଏଭଳି ଖବର ଆସିଛି ଜୟପୁର ବ୍ଳକର…