Daily Archives

June 6, 2024

ବଢିଲା ଅଜିତ୍ ପାୱାରଙ୍କ ଅଡୁଆ । ଦଳର ମିଟିଂକୁ ଆସିଲେନି ୫ଜଣ ବିଧାୟକ । ଶରଦ ପାୱାରଙ୍କ ଗୋଷ୍ଠୀରେ ମିଶୁଥିବା ନେଇ…

କନକ ବ୍ୟୁରୋ: ବଢିଲା ଅଜିତ୍ ପାୱାରଙ୍କ ଅଡୁଆ । ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର କିଛି ବିଧାୟକ ଦଳ ଛାଡି ଶରଦଙ୍କ ଗୋଷ୍ଠୀରେ ମିଶୁଥିବା ନେଇ ଚର୍ଚ୍ଚା ଭିତରେ, ଆଜି ଦଳର ବୈଠକରେ ଯୋଗ ଦେଇନାହାଁନ୍ତି ୫ ଜଣ ବିଧାୟକ । ତେବେ ଅଜିତ୍ ପାୱାର ନିଜ ବିଧାୟକଙ୍କୁ ନେଇ ଗୁରୁବାର ଏକ ବୈଠକ ଡାକିଥିଲେ…

ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ୍ । ସ୍ପଷ୍ଟୋକ୍ତି ରଖିଲେ ଦଳର ସାଂସଦ ସସ୍ମିତ ପାତ୍ର….

କନକ ବ୍ୟୁରୋ: ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୋକ୍ତି ରଖିଲେ ଦଳର ସାଂସଦ ସସ୍ମିତ ପାତ୍ର । ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସସ୍ମିତ କହିଛନ୍ତି ଯେ, କୌଣସି କାମ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପାଣ୍ଡିଆନ୍ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ…

ନବୀନ ନିବାସରେ ପରାଜୟର ଚାଲିଛି ସମୀକ୍ଷା: ନେତାଙ୍କ ସହ ଆଲୋଚନା କଲେ ଦଳର ସଭାପତି, କମିଟି ଗଠନ କରିବ ଦଳ

କନକ ବ୍ୟୁରୋ: ନବୀନ ନିବାସରେ ବସିଛି ବିଜେଡିର ସମୀକ୍ଷା ବୈଠକ । ପରାଜୟର କାରଣ ଖୋଜିବାକୁ ବିଜେଡି କମିଟି ଗଠନ କରିବ । କମିଟି ରିପୋର୍ଟ ଦେବା ପରେ ଆଲୋଚନା ହେବ । ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।…

ଦିଲ୍ଲୀ ଜଳସଙ୍କଟକୁ ନେଇ ସୁପ୍ରିମ ଫଇସଲା: ୧୩୭ କ୍ୟୁସେକ ପାଣି ଛାଡିବାକୁ ହିମାଚଳକୁ କୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଜଳ ସଂକଟ ଦୂର କରିବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ କହିଛନ୍ତି କୋର୍ଟ ।…

ମହାରାଷ୍ଟ୍ର ରାଜନୀତିରେ ହଲଚଲ । ଅଜିତ ପାୱାରଙ୍କ ଗୋଷ୍ଠୀର କିଛି ବିଧାୟକ କରିପାରନ୍ତି ଘର ବାହୁଡା । ଶରଦଙ୍କ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ସରିଛି, ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆଉ ଏହା ଭିତରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ ଧରଣର ହଲଚଲ । ଅଜିତ ପାୱାରଙ୍କ ଗୋଷ୍ଠୀର କିଛି ବିଧାୟକ ଘର ବାହୁଡା ପାଇଁ ଚିନ୍ତା କରୁଥିବା ଖବର ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।…

ସାରା ଦେଶରେ ଚର୍ଚ୍ଚା, ଅଯୋଧ୍ୟାରେ କାହିଁକି ହାରିଲା ବିଜେପି? କାହିଁକି କାମ ଦେଲାନି ‘ରାମ ମନ୍ଦିର’ ନିର୍ମାଣ…

କନକ ବ୍ୟୁରୋ: ଯେଉଁ ଅଯୋଧ୍ୟାକୁ ପ୍ରସଙ୍ଗ କରି ସାରା ଦେଶରେ ନିର୍ବାଚନ ଆସନକୁ ଓହ୍ଲାଇଥିଲା ଭାରତୀୟ ଜନତା ପାର୍ଟି, ସେହି ଆସନରେ ଦଳକୁ ମିଳିଛି ବଡ ପରାଜୟ । ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିଜେପି ପ୍ରାର୍ଥୀ…