Daily Archives

June 2, 2024

କାମ କରୁନି ସିସିଟିଭି ଡିସପ୍ଲେ: ଷ୍ଟ୍ରଙ୍ଗରୁମ ସାମ୍ନାରେ ତୀବ୍ର ଉତ୍ତେଜନା

କନକ ବ୍ୟୁରୋ: ଷ୍ଟ୍ରଙ୍ଗରୁମର ସିସିଟିଭି ବନ୍ଦ ହେବାକୁ ନେଇ ନୀଳଗିରିରେ ଉତେଜନା । ସୁରକ୍ଷା କର୍ମୀ ଓ ପୁଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ଝଗଡା ଦେଖିବାକୁ ମିଳିଛି । ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା…

କଟକ ଭୁବନେଶ୍ୱରରେ ପ୍ରବଳ ବର୍ଷା: ବିଜୁଳି ଘଡଘଡି ସହ ଲାଗି ରହିଛି ବର୍ଷା

କନକ ବ୍ୟୁରୋ: ଟୁଇନ ସିଟିରେ ପ୍ରବଳ ବର୍ଷା ପବନ । ପ୍ରାୟ ଘଂଟାଏ ଧରି ପ୍ରବଳ ବର୍ଷା ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । କଟକରେ ତଳିଆ ଅଂଚଳରେ ପାଣି ଜମିଛି । ରାସ୍ତା ଉପରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି । ଗରମ ଗୁଳୁଗୁଳି ଭିତରେ ବର୍ଷା ଆଣିଦେଇଛି ଆସ୍ୱସ୍ତି । ଆଜି ବିଭିନ୍ନ…

ଆହୁରି ୩ ଘଣ୍ଟା ପାଇଁ ସତର୍କତା । ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳିର ମିଳିଲା ଆଶ୍ୱସ୍ତି । ଟ୍ୱିଟନସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଏହାରି ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ବାଜିଲା ଟି-୨୦ ବିଶ୍ୱକପ ବିଗୁଲ୍ । ପ୍ରଥମଥର ବିଶ୍ୱକପ୍ ଖେଳୁଛି ଆମେରିକା । ଜୁନ ୯ରେ ଭାରତ ପାକିସ୍ତାନ ମ୍ୟାଚ୍ ଉପରେ…

କନକ ବ୍ୟୁରୋ : ଆଇପିଏଲର ଧମାକା ପରେ ବାଜିଛି ଟି-୨୦ ବିଶ୍ୱକପ୍ ବିଗୁଲ । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆରମ୍ଭ ହୋଇଥିବା ଟି-୨୦ ମହାକୁମ୍ଭ ପାଇଁ ପ୍ରସ୍ତୁତ ମଂଚ । ୨୮ ଦିନ ଧରି ହେବାକୁ ଥିବା ଏହି ଲଢେଇରେ ସାମିଲ ହୋଇଛନ୍ତି ୨୦ଟି ଦେଶ । ହେଲେ ବିଶ୍ୱକପ୍ରେ ଯେଉଁ ମ୍ୟାଚ୍ ଉପରେ ରହିଥାଏ…

ସରିଲା ନିର୍ବାଚନ,ଜେଲ ଫେରିଲେ କେଜ୍ରିୱାଲ । କହିଲେ, ଜେଲରୁ ରହି ବୁଝିବେ ଦଳ, ଦେଶ ଓ ଦିଲ୍ଲୀ କଥା

କନକ ବ୍ୟୁରୋ : ସରିଲା ନିର୍ବାଚନ, ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଥିବା କେଜ୍ରିୱାଲ ଆଜି ପୁଣି ତିହାର ଜେଲକୁ ଫେରିଛନ୍ତି । ଜେଲ ଯିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହା ପୂର୍ବରୁ ପରିବାର ସହ ଏକାଠି ମିଶି ପୂଜାର୍ଚ୍ଚନା…

ଦିନକରେ ପ୍ରଧାନମନ୍ତ୍ରୀ ମୋଦୀ କଲେ ୭ ବୈଠକ । ଆଗାମୀ ୧୦୦ ଦିନର ରଣନୀତି ଉପରେ ଚର୍ଚ୍ଚା, ବାତ୍ୟା ରେମାଲ ଓ ହିଟୱେଭର…

କନକ ବ୍ୟୁରୋ : ହିଟୱେଭ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଦେଶରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ମୋଦୀ । ଏଥିସହ ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ, ମଣିପୁର, ଆସାମ, ମେଘାଳୟରେ ହୋଇଥିବା…