Daily Archives

April 23, 2020

ତାଲାବନ୍ଦ ଭିତରେ ଏସସିବିରେ ଆରମ୍ଭ ହେଲା ୨୪ଘଂଟିଆ ଟେଲି ମେଡିସିନ ସେବା । ଫୋନରେ ଡାକ୍ତରଙ୍କଠୁ ପରାମର୍ଶ ନେଇପାରିବେ…

କନକ ବ୍ୟୁରୋ : ଏସସିବିରେ ଆରମ୍ଭ ହେଲା ଟେଲି ମେଡିସିନ ସୁବିଧା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି । ଟେଲି ମେଡିସିନ ସୁବିଧା ଆରମ୍ଭ ହୋଇଥିବାରୁ ଘରେ ବସି ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ଫୋନରେ ନିଜ ସ୍ୱାସ୍ଥ୍ୟ ସମସ୍ୟା ଜଣାଇବା…