Monthly Archives

February 2020

ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ସାମଗ୍ରୀ: ଢେଙ୍କାନାଳ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ; ୧୩ ବଖରା…

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୩ଟି ବଖରା ଭସ୍ମିଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି । ଗତ ରାତିରେ ବାଉଁଶକଣା ମାଟିଆ ସାହିର ବିଶ୍ୱନାଥ ପ୍ରଧାନଙ୍କ ଘରେ ନିଆଁ…

ଶ୍ରୀଜିଉଙ୍କ ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ଶାହା। ଶ୍ରୀକ୍ଷେତ୍ରରୁ ଫେରି ଏକାମ୍ରକ୍ଷେତ୍ରରେ କେନ୍ଦ୍ର…

କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜକୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀକ୍ଷେତ୍ରରୁ ଭୁବନେଶ୍ୱର ଫେରିବା ପରେ ଲିଙ୍ଗରାଜ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି…

ସରୁଛି ସମୟ ବଢୁଛି ଭିଡ : ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ସାମ୍ନାରେ ଲାଗିଲା ଗହଳି, ଶେଷ ମୁହୂର୍ତ୍ତରେ କାଗଜପତ୍ର ଠିକ୍…

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତରେ ଗାଡି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା । ଏଥିପାଇଁ ସାରା ରାଜ୍ୟରେ ଆରଟିଓ ଅଫିସ ଗୁଡିକ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି । ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଂଟାର ମହଲତ । କାଲିଠୁ ରାଜ୍ୟରେ  କଡାକଡି ହେବ…

ଇଣ୍ଟରନେଟ୍ ସେନସନ୍ ପାଲଟିଲେ ଜମାଟୋ ବଏ ‘ସୋନୁ’ : ସୋନୁଙ୍କ ହସରେ ପାଗଳ ହେଲା ଇଣ୍ଟରନେଟ୍ , ଜମାଟୋ ଡିପିରେ ଲାଗିଲା…

ଫୁଡ଼୍ ଡେଲିଭରି କମ୍ପାନୀ ଜମାଟୋର ଜଣେ ଡେଲିଭରି ବଏ ଏବେ ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତାଙ୍କର ଅନେକ ଭିଡିଓ ଏବଂ ମିମ୍ ଏବେ ଇଣ୍ଟରନେଟ୍ ରେ ଭାଇରାଲ୍ ହେବାକୁ ଲାଗିଛି । ୟୁଜର୍ସ ଡେଲିଭରି ବଏ ସୋନୁଙ୍କ ସ୍ମିତହାସ୍ୟ ଏବଂ କଥା କହିବାର ଶୈଳୀକୁ ଖୁବ୍ ପସନ୍ଦ କରୁଛନ୍ତି । ସୋନୁଙ୍କ…

ପାକିସ୍ତାନ ପାର୍ଲାମେଂଟରେ ଖୋଲିବ ବିୟୁଟି ପାର୍ଲର ! ମହିଳା ସାଂସଦଙ୍କ ପାଇଁ ଏବେ ସଂସଦ ପରିସରରେ ବିୟୁଟି ପାର୍ଲର…

କନକ ବ୍ୟୁରୋ: ପାକିସ୍ତାନ ସଂସଦରେ ଖୋଲିବ ବିୟୁଟି ପାର୍ଲର୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ମହିଳା ସାଂସଦଙ୍କ ପାଇଁ ସଂସଦ ଭବନରେ ଖୋଲିବେ ବିୟୁଟି ପାର୍ଲର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ଏହା ଏକଦମ୍ ସତ । ଗୋଟିଏ ପଟେ ପାକିସ୍ତାର ଆର୍ଥିକ ସ୍ଥିତି ଦିନକୁ ଦିନ…

ମଞ୍ଚରେ ମନ୍ତ୍ରୀ ଖାଇଲେ ମାଂସ : ଲୋକଙ୍କୁ ଗୁଜବରୁ ଦୂରେଇ ରହିବା ପାଇଁ ମଞ୍ଚରେ ମନ୍ତ୍ରୀ ଖାଇଲେ ଚିକେନ୍ ।

ତେଲେଙ୍ଗାନା କୁକୁଡ଼ା ପ୍ରଜନକ ସଂଘ ଏବଂ ତେଲେଙ୍ଗାନା କୁକୁଡ଼ା ଫେଡେରେସନ୍ ପକ୍ଷରୁ ଗତକାଲି ଜାତୀୟ ଅଣ୍ଡା ସମନ୍ୱୟ କମିଟି ଏକ କୁକୁଡ଼ା ଏବଂ ଅଣ୍ଡା ମେଳା ଆୟୋଜନ କରିଥିଲା । ଏହି ମେଳା ଏକ ବିଶେଷ କାରଣ ଯୋଗୁଁ ଆୟୋଜନ କରାଯାଇଥିଲା । ଅଣ୍ଡା ଏବଂ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ତଥା…