Daily Archives

February 11, 2020

ଫଳାଫଳ ପୂର୍ବରୁ ‘ପରାଜୟ’ ସ୍ୱୀକାର ! ଭୋଟ୍ ଗଣତି ଶେଷ ହେବା ପୂର୍ବରୁ ପରାଜୟ ସ୍ୱୀକାର କଲା କି ବିଜେପି? ଦଳୀୟ…

• ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ଲାଗିଲା ‘ପରାଜୟ’ ପୋଷ୍ଟର • ମନୋଜ ତିୱାରୀଙ୍କ ଦାବି- ୫୫ଟି ସିଟରେ ଜିତିବ ବିଜେପି କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆରମ୍ଭ ହୋଇଯାଇଛି । ଏପରିକି ଏହାର ପ୍ରଥମ ପର୍ଯ୍ୟାୟ ଗଣତିର ମଧ୍ୟ ନିର୍ଯାସ…

କେଜ୍ରିୱାଲଙ୍କ ‘ବିଜୟ ରଥ‘ ପ୍ରସ୍ତୁତ : ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ, ରୋଡ଼୍ ସୋ ପାଇଁ ସଜା…

କନକ ବ୍ୟୁରୋ : ପୁଣି ଦିଲ୍ଲୀରେ ସରକାର ଗଢ଼ିବେ କି ଅରବିନ୍ଦ କେଜ୍ରିୱାଲ ? ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମି ପାର୍ଟିକୁ ବହୁମତ ମିଳିବାର ସ୍ପଷ୍ଟ ହୋଇଯାଇଛି । ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ…

ସହିଦ୍ ଯବାନଙ୍କୁ ଅନ୍ତିମ ବିଦାୟ : ଗତକାଲି କୋବ୍ରା ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ନିପାତ ହୋଇଥିଲା ଜଣେ…

ଛତିଶଗଡ ବିଜାପୁର ଜିଲ୍ଲାର ଇରାପଲ୍ଲୀ ଗାଁରେ ନକ୍ସଲ ଏବଂ କୋବ୍ରା ଯବାନଙ୍କ ମଧ୍ୟରେ ଗତକାଲି ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ୍ ହୋଇଥିଲେ । ଆଜି ସହିଦ୍ ଯବାନଙ୍କୁ ରାୟପୁରଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସହିଦ ହୋଇଥିବା ଦୁଇ ଯବାନ ହେଲେ କନେଷ୍ଟବଳ ବିକାଶ କୁମାର ଓ…

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ : ଆସିଲା ୭୦ ଆସନର ପ୍ରାଥମିକ ଟ୍ରେଣ୍ଡ, ହାଫସେଞ୍ଚୁରୀ ମାରିଲା ଆମ ଆଦମୀ ପାର୍ଟି,…

କନକ ବ୍ୟୁରୋ: ଫେବ୍ରୁଆରୀ ୮ ତାରିଖରେ ଶେଷ ହୋଇଥିବା ଦିଲ୍ଲୀ ମତଦାନର ଆଜି ବାହାରିବ ନିର୍ଯାସ । ଏନେଇ ଆଜି ଭୋର ୮ଟାରୁ ୨୧ଟି କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ତେବେ ବର୍ତ୍ତମାନ ସୁଦ୍ଧା ସବୁ ଆସନରେ ବିରୋଧୀଙ୍କୁ ପଛରେ ପକାଇ ବିଜୟ ଅଭିମୁଖେ ଆଗେଇ ଚାଲିଛି କେଜ୍ରିୱାଲଙ୍କ ଆମ୍ ଆଦମୀ…

କେଉଁଠି ପ୍ରାର୍ଥନା , କେଉଁଠି ସମର୍ଥନ ! ଫଳାଫଳ ପୂର୍ବରୁ କେଜରିୱାଲ୍ ଙ୍କ ଲୁକ୍ ରେ କୁନିଝିଅ , ସେପଟେ ବିଜୟ ପାଇଁ…

ଦିଲ୍ଲୀର ରଣ କ୍ଷେତ୍ରରେ ୭୦ ଟି ଆସନ ନେଇ ଭୋଟ ଗଣତି ଆରମ୍ଭ ହୋଇସାରିଛି । କିଏ ବାଜି ମାରିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ଥରେ ଦିଲ୍ଲାରେ କେଜ୍ରିୱାଲଙ୍କ କ୍ରେଜ୍ ଦେଖାଯିବ ନା ୨୨ ବର୍ଷର ବନବାସ ପରେ ଫେରିବ ବିଜେପି ?…

ଖୋଲିଲା ଭୋଟ୍ ଗଣତି ପେଡ଼ି : ଦ୍ରୁତ ଗତିରେ ଆଗକୁ ବଢିଚାଲିଛି ଆପ୍ , ପଛେ ପଛେ ଗୁରୁଣ୍ଡୁଛି ବିଜେପି ଏବଂ କଂଗ୍ରେସ । 

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏବେ ପର୍ଯ୍ୟନ୍ତ ଆସିଥିବା ସବୁ ଏଗଜିଟ୍ ପୋଲ୍ ରେ ଦିଲ୍ଲୀରେ ଆପ୍ ସରକାରର ଦବଦବା ଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ଏହି ଏଗଜିଟ୍ ପୋଲ୍ କୁ ଗ୍ରହଣ କରୁନାହିଁ । ବିଜେପି କହୁଛି ଯେ ଦିଲ୍ଲୀ ନିର୍ବାଚନରେ ଅତିକମ୍…