Daily Archives

December 19, 2019

ଅଧରାତିରେ ଅଫିସରେ ପଶି ପୋଲିସ ପିଟିବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି

କନକ ବ୍ୟୁରୋ : ରାତି ଅଧିଆ ଏକ ବେସରକାରୀ ଅଫିସରେ ପଶି ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା କମିସନରେଟ୍ ପୁଲିସର ଅଡ଼ୁଆ ବଢ଼ାଇ ଦେଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିସିପି ଅନୁପ କୁମାର ସାହୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୋନ୍-୩ ଏସିପି ତଦନ୍ତ ଆରମ୍ଭ…

ବିଏମ୍‌ସିର ଟିକସ ଆଦାୟ କରିବେ କିନ୍ନର : ବିଏମ୍‌ସି-କିନ୍ନର ଗୋଷ୍ଠୀ ଚୁକ୍ତିନାମା ସ୍ୱାକ୍ଷରିତ

କନକ ବ୍ୟୁରୋ : ଯେଉଁମାନେ ବର୍ଷ ବର୍ଷ ଧରି ବିଏମ୍‌ସିର ଟିକସ ଫାଙ୍କୁଛନ୍ତି ଓ ବାରମ୍ବାର ନୋଟିସ୍‌ ସତ୍ତ୍ବେ ବି ଟିକସ ଜମା କରୁନାହାନ୍ତି, ଏବେ ସେମାନଙ୍କ ଘରକୁ ବିଏମ୍‌ସି କିନ୍ନରଙ୍କୁ ପଠାଇବ । ବିଏମ୍‌ସିକୁ ଅଭ୍ୟାସଗତ ଭାବେ ଠକୁଥିବା ଲୋକ, ବ୍ୟବସାୟୀ ଓ ପ୍ରତିଷ୍ଠାନକୁ ବାଟକୁ ଆଣିବା…

ଓବିସିଙ୍କ ଲାଗି ସଂରକ୍ଷଣ ସୁବିଧା ! ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ପାଇପାରିବେ ଏହି ସୁବିଧା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଅନ୍ତର୍ଗତ ସଂରକ୍ଷଣ ସୁବିଧା ମିଳିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରି…

୨ ଦିନ ପର୍ଯ୍ୟନ୍ତ ଲାଗି ରହିବ କୁହୁଡି । ୩ ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ। ୫୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ତେଣୁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।…

୨୨ରେ ବାରବାଟୀ ମ୍ୟାଚ୍ । ଓଡିଶାରେ ଆଜି ପହଞ୍ଚିବେ ଖେଳାଳୀ, ସେପଟେ ଆଜିଠାରୁ କାଉଁଣ୍ଟରରେ ବିକ୍ରି ହେବ ଟିକେଟ୍

କନକ ବ୍ୟୁରୋ : ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳିମାନେ ଗୁରୁବାର ଭୁବନେଶ୍ବରରେ ପହଞ୍ଚିବେ। ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୧ଟା ୧୫ ମିନିଟରେ ଦୁଇ ଦଳ ଭୁବନେଶ୍ବରରେ ଓହ୍ଲାଇବେ। ସେଠାରୁ ସେମାନଙ୍କୁ ସିଧାସଳଖ ମେ ଫେୟାର…

ଚିକ୍କଣିଆ ରାସ୍ତାରେ ଅଧିକ ହେଉଛି ଦୁର୍ଘଟଣା । ଓଡିଶାର ୪ ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ : ସାରା ଦେଶରେ ପ୍ରତିଘଂଟାରେ…

କନକ ବ୍ୟୁରୋ : ଲୋକଙ୍କୁ ସୁରକ୍ଷା ଦେବାକୁ ରାସ୍ତାରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଗଲା । ନିୟମ କଡାକଡି ହୋଇଗଲା । ଜରିମାନା ରାଶି ବଢିଗଲା । ଦୁର୍ଘଟଣା ନିୟନ୍ତ୍ରଣକୁ ଆସିବ ବୋଲି କୁହାଗଲା । ହେଲେ ଖାଲି କଣ ନିୟମ ଲାଗୁହେଲେ ଦୁର୍ଘଟଣା କମିଯିବ । ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ…