Daily Archives

September 20, 2019

ଗିରଫ ହେଲେ ସ୍ୱାମୀ ଚିନ୍ମୟାନନ୍ଦ । ଯୌନଶୋଷଣା ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଲା ୟୁପିର ସ୍ପେଶାଲ୍…

କନକ ବ୍ୟୁରୋ: ଶାହାଜାହାନପୁର ଯୌନଶୋଷଣ ମାମଲାରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ୟୁପିର ସ୍ପେଶାଲ ସ୍କୁଆଡର ତଦନ୍ତକାରୀ ଟିମ୍ ଆଜି ତାଙ୍କୁ ଗିରଫ କରିଛି । ଗିରଫଦାରୀ ପରେ ଏସଆଇଟି ତାଙ୍କର ମେଡିକାଲ ପରୀକ୍ଷା କରାଇବ । ସେଥିପାଇଁ ତାଙ୍କୁ ପ୍ରଥମେ ମେଡିକାଲ…

ପୁଣି ଆମେରିକା ରାଜଧାନୀ ୱାସିଂଟନ୍ ରେ ଫୁଟିଲା ଗୁଳି ! ଜଣେ ମୃତ , ୫ ଗୁରୁତର

ଆମେରିକାରେ ବନ୍ଧୁକ ଆକ୍ରମଣର ଘଟଣା ଥମିବାର ନାଁ ନେଉନାହିଁ । ପୁଣିଥରେ ଆମେରିକାର ରାଜଧାନୀ ୱାସିଂଟନ୍ ରୁ ଗୁଳି ଫୁଟିବା ଘଟଣା ସାମ୍ନାକୁ ଆସିଛି । ୱାସିଂଟନ୍ ଡିସିରେ ଥିବା ହ୍ୱାଇଟ୍ ହାଉସ୍ ରୁ ପାଖାପାଖି ୩ କି.ମି. ଦୂରରେ ଫୁଟିଛି ଗୁଳି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ…

ଗୋଟିଏ ଲୋକର ଚାଲାଣ୍ କାଟି ହନ୍ତସନ୍ତ ହୋଇଗଲା ପୁରା ଥାନା ! ଜେଇଙ୍କ ଚାଲାଣ୍ କାଟିବା ପଡିଲା ମହଙ୍ଗା , ଗରମରେ ସିଝିଲା…

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଜୁନିୟର୍ ଇଞ୍ଜିନିୟର୍ ଙ୍କ ଚାଲାଣ କାଟିବା ମହଙ୍ଗା ପଡିଛି । ଏଥିରେ କେବଳ ଜଣେ ନୁହଁ ପୁରା ଥାନାକୁ ଏଥିପାଇଁ ହନ୍ତସନ୍ତ ହେବାକୁ ପଡିଛି । ଗୁରୁବାର ମିରଠର ତେଜଗଢିରେ ଜେଇ ସୋମପ୍ରକାଶ ଗର୍ଗଙ୍କୁ ବିନା ହେଲମେଟ୍ ରେ…

ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇରେ ଲାଗୁ ହେଲା ୧୪୪ ଧାରା ! ଯୁବକଙ୍କ ମୃତ୍ୟୁକୁ ନେଇ ସପ୍ତାହେ ହେଲା ଜାରି ରହିଛି…

ଯନ୍ତାପାଇରେ ୧୪୪ ଧାରା ଜାରି ହେବା ସହ ହାଇଆଲର୍ଟରେ ଯବାନ ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାପ୍ତାହିକ ହାଟ ବନ୍ଦ କରିଛି ପ୍ରଶାସନ । ମାଇକ୍ ଯୋଗେ ପ୍ରଚାର କରିଛି ପୋଲିସ । ତେବେ ଏଭଳି ପରିସ୍ଥିତି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉପୁଜିଛି । ଘଟଣାସ୍ଥଳରେ ଡିଭିଏଫ ଓ ଏସଓଜି ଯବାନ…

ଆଠଗଡର କୁଲାଇଲୋ ଅସ୍ଥିଶଲ୍ୟ ଚିକିତ୍ସା ସେବା ସଦନରେ ବୋମାମାଡ: ରାତି ୨ରୁ ୩ ଭିତରେ ବୋମାମାଡ କଲେ ଦୁର୍ବୃତ୍ତ, କାରଣ…

କନକ ବ୍ୟୁରୋ: ଆଠଗଡ ସ୍ଥିତ କୁଲାଇଲୋ ସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଡାକ୍ତରଖାନା ଉପରେ ବୋମା ମାଡ । ଗତକାଲି ମଧ୍ୟ ରାତ୍ରିରେ କୁଲାଇଲୋ ସ୍ଥିତ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଡାକ୍ତରଖାନା ଉପରେ ଏହି ବୋମାମାଡ ହୋଇଛି । ବୋମା ମାଡର କାରଣ ଅସ୍ପଷ୍ଟ ରହିଛି । ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଏହି…

ଶଯ୍ୟାଶାୟୀ ବିଜୁବାବୁଙ୍କ ଘନିଷ୍ଠ ମନ୍ତ୍ରୀ ସହରାଇ। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୫ ବର୍ଷ ହେଲା କାଟୁଛନ୍ତି ଜୀବନ।…

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସହରାଇ ଓରାମ। ଦିନେ ସେ ଥିଲେ ବିଜୁବାବୁଙ୍କ ଏକାନ୍ତ ଘନିଷ୍ଠ। ହାତରେ ହାତ ମିଶାଇ ଚାଲୁଥିଲେ। କିନ୍ତୁ, ଆଜି ସେ ଅସୁସ୍ଥ। ୫ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ କାଳାତିପାତ କରୁଛନ୍ତି। ତା’ ଭିତରେ ବି ବିଜୁବାବୁଙ୍କ ସହିତ ବିତେଇଥିବା ମୁହୂର୍ତ୍ତକୁ ମନେ…