Daily Archives

June 21, 2019

ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ସୁପ୍ରିମୋ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପଛର କାରଣ କହିଲେ…

କନକ ବ୍ୟୁରୋ : ଦ୍ୱନ୍ଦ୍ୱ ଦୂର କଲେ ବିଜେଡି ସୁପ୍ରିମୋ । ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ ନବୀନ । ତେବେ ଅଶ୍ୱିନୀଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ପ୍ରସନ୍ନଙ୍କ ନାଁ: ନିର୍ବାଚନ ପୂର୍ବରୁ ପଠାଇବେ କହିଥିଲେ, ନିର୍ବାଚନ ପରେ ପୂରା…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଜଣଙ୍କ ନାମରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି…

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି । ୩ ନୂଆ ନାଁରେ ମୋହର ମାରିଲେ ବିଜେଡି ସୁପ୍ରିମୋ, ରାଜ୍ୟସଭା ରେସରୁ…

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଫାଙ୍କା ପଡିଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ…

ଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଏ ଛେରାପହଁରା ନୀତି? ଜାଣନ୍ତୁ ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରା ପହଁରା ସେବା । ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଏବଂ ଦେବସ୍ନାନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ ।…

ନୂଆ ଲୁକରେ ବିଗ୍ ବି । ମୋଟା ଚଷମାକୁ ଲମ୍ବା ଦାଢି, ଫଟୋ ଦେଖି ମଧ୍ୟ ଚିହ୍ନି ପାରୁନାହାନ୍ତି ଫ୍ୟାନ୍ ।

ନୂଆ ଲୁକରେ ବିଗ୍ ବି ଅମିତାଭ ବଚ୍ଚନ । ଆଗାମୀ ଫିଲ୍ମ ପାଇଁ ଯେଉଁ ଲୁକରେ ଅମିତାଭ ନଜର ଆସିଛନ୍ତି ସେଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର । ଅମିତାଭଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଂଶସକ ମଧ୍ୟ ଚିହ୍ନିପାରିନଥିଲେ । ଅମିତାଭ ଏବେ ନିଜର ଆଗାମୀ ଫିଲ୍ମ…

ଅନ୍ଧାରୀମୂଲକ ରାଲେଗାଡା : ସ୍ୱପ୍ନ ପାଲଟିଛି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା

କନକ ବ୍ୟୁରୋ : ଆଦିବାସୀଙ୍କ ବିକାଶ ପାଇଁ ହଜାରେ ଯୋଜନା, ହେଲେ କେତେ ପ୍ରଣୟନ ହେଉଛି । ଅନ୍ଧାରୀମୂଲକରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ତ୍ସୋତରେ ସାମିଲ କରିବା ପାଇଁ ନେତାମନ୍ତ୍ରୀଙ୍କ କେତେ କଣ ବୟାନବାଜି । ଗାଁ ଗାଁରେ ବିକାଶ ପହଂଚାଉଥିବା ନେଇ ଉଭୟ କେନ୍ଦ୍ର…