Daily Archives

May 15, 2019

ହେଲମେଟ୍ ନ ପିନ୍ଧିଲେ ମିଳିବନି ପେଟ୍ରୋଲ୍ ! ଜୁନ୍ ୧ ରୁ ବିନା ହେଲମେଟ୍ ରେ ପେଟ୍ରୋଲ୍ ପମ୍ପ ଗଲେ ମିଳିବନି ପେଟ୍ରୋଲ୍ ।

ଜନପଦ ଗୌତମବୁଦ୍ଧ ନଗରରେ ଜୁନ୍ ୧ ରୁ ବିନା ହେଲମେଟରେ ପେଟ୍ରୋଲ୍ ପମ୍ପରେ ପହଂଚିଲେ ବାହନ ଚାଳକଙ୍କୁ ପେଟ୍ରୋଲ୍ ମିଳିବ ନାହିଁ । ଏହି ବାବଦରେ ଜିଲ୍ଲାଧିକାରୀ ବ୍ରିଜେଶ୍ ନାରାୟଣ ସିଂହ ଜନପଦର ସବୁ ପେଟ୍ରୋଲ୍ ପମ୍ପରେ ଡିଲର୍ ଙ୍କ ସହ ମଙ୍ଗଳବାର ଏକ ବୈଠକ କରିଥିଲେ ଏବଂ ଆଦେଶ ଦେଇଥିଲେ ଯେ ୧…

ବର୍ଷା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ! ଲୋକେ କହିଲେ, ପ୍ରଭୁ ପଇଡ ନିଅ, ବର୍ଷା ଦିଅ ।

କନକ ବ୍ୟୁରୋ : ପ୍ରକୃତିର ନିଆରା ରୂପ । କେଉଁଠି ପ୍ରବଳ ବର୍ଷା ତ ଆଉ କେଉଁଠି ପାଣି ଟିକିଏ ପାଣି ଡହଳବିକଳ ହେଉଛନ୍ତି ଲୋକେ । କେଉଁଠି ମେଘୁଆ ପାଗ ତ ଆଉ କେଉଁଠି ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣ ଭାରତରେ ବିଶେଷ କରି କର୍ଣ୍ଣାଟକରେ ପ୍ରବଳ ଗୁଳୁଗୁଳି ଅନୁଭୂତ…

ସମ୍ବଲପୁର ସହର ନିକଟ ଲକ୍ଷ୍ମୀଡୁଙ୍ଗୁରୀରେ ନିଆଁ: ହୁତୁହୁତୁ ହୋଇ ଜଳିଗଲା ଜଙ୍ଗଲ

କନକ ବ୍ୟୁରୋ: ସମ୍ବଲପୁର ମହାନଗର ସୀମା ଭିତରେ ଥିବା ଲକ୍ଷୀଡୁଙ୍ଗୁରୀରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି । ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷୀଡୁଙ୍ଗୁରୀରେ ନିଆଁ ଲାଗିଥିବାବେଳେ ଅଳ୍ପ ସମୟ ଭିତରେ ଜଙ୍ଗଲକୁ ବ୍ୟାପିଯାଇଥିଲା । ସମ୍ବଲପୁର ଓ ବୁର୍ଲାରୁ ଦମକଳ ବାହିନୀ ଆସି ନିଆଁକୁ…

ବିଶ୍ୱକପରେ ଏହି ଷ୍ଟାଡିୟମରେ ଭାରତକୁ ହରାଇବା ମୁସ୍କିଲ! ଗତ ୬ ବର୍ଷ ହେବ ଏଠାରେ ବିଜୟୀ ହୋଇ ଆସୁଛି ଟିମ୍ ଇଣ୍ଡିଆ ।

ଆସନ୍ତା ୩୦ରୁ ବିଶ୍ୱକପ ଟାଇଟଲ ପାଇଁ ହେବ ଟକ୍କର । ମୁହାଁମୁହିଁ ହେବ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ । ଭାରତ ମଧ୍ୟ ଟାଇଟଲ ହାତେଇବା ରେସରେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି । ଭାରତ ନିଜର ୯ଟି ଲିଗ୍ ମ୍ୟାଚ ୬ଟି ଷ୍ଟାଡିୟମରେ ଖେଳିବ । ଯେଉଁ ଷ୍ଟାଡିୟମ ମଧ୍ୟରେ ବମିଂଘାମର ଏଜବେଷ୍ଟନ ରହିଛି ।…

ଅମିତ୍ ଶାହଙ୍କ କଲିକତା ରୋଡ୍ ଶୋ’ରେ ବିଜେପିର ଗୁଣ୍ଡା କଲେ ଉତ୍ପାତ ! ଟିଏମସି ଜାରୀ କଲା ୩ ଭିଡିଓ ।

କଲିକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ରୋଡ୍ ଶୋ’ ରେ ହୋଇଥିବା ହିଂସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଘଡିରେ କଲିକତାର ସଡକରେ ଏଭଳି ଏକ ଉତ୍ପାତଭରା ଭିଡିଓକୁ ତୃଣମୂଳ କଂଗ୍ରେସ ଜାରୀ କରିଛି । ଏହି ଭିଡିଓରେ ଉତ୍ତ୍ୟକ୍ତ ଲୋକମାନେ ନିଆଁ ଜଳାଉଥିବାର ଦେଖାଯାଉଛି ।…

ଗୋପ ଛଇତନା ନିକଟ ଏକ ପୋଖରୀରୁ ୩ହରିଣ ଉଦ୍ଧାର । କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟରୁ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଚାଲି…

କନକ ବ୍ୟୁରୋ: ଗୋପ ଛଇତନା ନିକଟ ଏକ ପରିତ୍ୟକ୍ତ ପୋଖରୀରୁ ୩ଟି ହରିଣକୁ ଉଦ୍ଧାର କରାଯାଇଛି । ଗୋପ ଅଗ୍ନିଶମ ବାହିନୀ ହରିଣ ଗୁଡିକୁ ଉଦ୍ଧାର କରିଛନ୍ତି । ଏମାନେ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ବୋଲି କୁହାଯାଉଛି । ବାତ୍ୟା ପରେ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଅଭୟାରଣ୍ୟ ଛାଡି ଚାଲି…