Daily Archives

May 15, 2019

ଫୋନି ପାଇଁ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି । ପ୍ରାଥମିକ ରିପୋର୍ଟରେ ଦର୍ଶାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନି ରାଜ୍ୟର ଅଧା ଜିଲ୍ଲାକୁ ଛାରଖାର କରିଦେଇଛି । ଖାସକରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଫୋନିର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ବାତ୍ୟା ଫୋନିରେ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ…

ଆଜି ପୁରୀରେ ଜଳିବ ଆଲୁଅ ! ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ଅଂଚଳକୁ ଯୋଗାଇଦିଆଯିିବ ବିଜୁଳି

କନକ ବ୍ୟୁରୋ: ଆଜି ପୁରୀରେ ଜଳିବ ଆଲୁଅ । ସହରରେ ଆଜିଠୁ ପର୍ଯ୍ୟାୟକ୍ରମେ ବିଜୁଳ ଯୋଗାଣ ଆରମ୍ଭ ହେବ । ପ୍ରଥମେ ଆଜି ବଡଦାଣ୍ଡକୁ ବିଜୁଳି ଆସିପାରେ । ୧୨ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ବଡଦାଣ୍ଡକୁ ବିଜୁଳି ସଂଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏହା କାର୍ଯ୍ୟକାରୀ…

ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ଜାରି : ଆଜି ଭୁବନେଶ୍ୱରରେ ପରଖୁଛନ୍ତି ସ୍ଥିତି

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ରାଜଧାନୀର ଅନ୍ୟ ଅଂଚଳକୁ ଯାଇ ମଧ୍ୟ ଅନୁଧ୍ୟାନ କରିବେ । ତାପରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ…

ବାତ୍ୟା ବେଳେ ଦେବଦୂତ ସାଜିଲେ ପୋଲିସ ଅଧିକାରୀ । ବୁଝାଇ ସୁଝାଇ ଲୋକଙ୍କୁ ବୋହିନେଲେ ବାତ୍ୟା ଆଶ୍ରୟସ୍ଥଳ,ବଂଚିଗଲା ଜୀବନ

କନକ ବ୍ୟୁରୋ: ଫୋନି ଆସିବା ପୂର୍ବରୁ ଏବଂ ମାଡ ହେବା ପରେ ଲୋକମାନଙ୍କ ପାଇଁ ଭଗବାନଙ୍କ ଦୂତ ହୋଇ ଆସିଲେ ପୋଲିସ ଅଧିକାରୀ । ଲୋକମାନଙ୍କୁ ଘରୁ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ । କେବଳ ସେତିକି ନୁହେଁ କୁନି କୁନି ପିଲାମାନଙ୍କୁ କାଖେଇ ଆଶ୍ରୟସ୍ଥଳୀକୁ ନେଉଥିବାର ଦୃଶ୍ୟ ମଧ୍ୟ ଏବେ ସୋସିଆଲ…

ବାତ୍ୟା ପରେ ଅଭାବ ଓ ମହଙ୍ଗା ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ : ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ ବି ଅଭାବ । ଚିନ୍ତାରେ…

କନକ ବ୍ୟୁରୋ : ବାତ୍ୟା ପରେ ଏବେ ଲୋକଙ୍କ ଉପରେ ମହଙ୍ଗା ମାଡ଼। ଡାଲି ଚାଉଳ ଓ ପନିପରିବା ପର୍ଯ୍ୟାପ୍ତ ମିଳୁନି। ଏପରିକି ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ ବି ଡାଲି ଚାଉଳ ଅଭାବ ଦେଖାଦେଇଛି। ସୁଆରଙ୍କୁ ମହାପ୍ରସାଦ ରାନ୍ଧିବାକୁ ମିଳୁନି। ତେଣେ ବଜାରରେ ପରିବା ଦର ଅମୂଲ ମୂଲ। ବାତ୍ୟା…

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ମୋବାଇଲ ଟର୍ଚ୍ଚ ଲାଇଟରେ ବାରିପଦା ଏମପିସି ଅଟୋନୋମସ କଲେଜରେ ଚାଲିଛି ଯୁକ୍ତ ଦୁଇ…

କନକ ବ୍ୟୁରୋ: ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଛାଡୁନାହିଁ ଶିକ୍ଷା ବିଭାଗ । କେବେ ପ୍ରଶ୍ନପତ୍ର ଲିକ୍ ତ ଆଉ କେତେବେଳେ ଭୁଲ ମୂଲ୍ୟାଙ୍କନ ପାଇଁ ଚର୍ଚ୍ଚାରେ ରହିଆସିଛି ଏହି ବିଭାଗ । ସେହିପରି ଆଉ ଏକ ଦାୟିତ୍ୱହୀନ କାର୍ଯ୍ୟର ଏକ ଚିତ୍ର ଏବେ ସାମନାକୁ ଆସିଛି । ମୋବାଇଲ୍ ଟର୍ଚ୍ଚରେ ଚାଲିଛି…