Daily Archives

April 25, 2019

ବାଲେଶ୍ୱର ଦେଖିବ ବଡ ଲଢେଇ । ନିର୍ବାଚନ ମୈଦାନରେ ତିନି ପ୍ରମୁଖ ଦଳର ହେଭିୱେଟ୍ ନେତା । ରବୀନ୍ଦ୍ର ଓ ପ୍ରତାପଙ୍କୁ…

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆଉ ୪ ଦିନ ରହିଲା। ସେଥିପାଇଁ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବାତାବରଣ ବେଶ୍ ସରଗରମ ହୋଇଉଠିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱରଠାରେ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଯାଇଥିବା…

କୁଲ୍ଲୁରେ ଗଣତନ୍ତ୍ରର ମହାପର୍ବକୁ ନେଇ ଆୟୋଜନ ହେଲା ମେଗା ମାନବ ଶୃଙ୍ଖଳା ! ଲିମକା ବୁକ୍ ଅଫ୍ ରେକର୍ଡ ସ୍ଥାନ ପାଇବା…

ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲା ନିର୍ବାଚନ ଆୟୋଗ ମତଦାତା ଶିକ୍ଷା ଏବଂ ମତଦାତାଙ୍କୁ ଭୋଟ୍ ଦେବା ପାଇଁ ଐତିହାସିକ ଢାଲପୁର ମଇଦାନରେ ମାନବ ଶୃଙ୍ଖଳାର ଆୟୋଜନ କରିଥିଲେ । ଏଥିରେ କୁଲ୍ଲୁ ଜିଲ୍ଲା ମୁଖ୍ୟାଳୟର ଦୁଇ ଡଜନ୍ ରୁ ଅଧିକ ସ୍କୁଲ ଏବଂ ଶିକ୍ଷଣ ସଂସ୍ଥାର ୩୦୦୦ ଛାତ୍ରଛାତ୍ରୀ ମିଶି ମାନବ…

ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ପୁଣି ଧରାପଡିଲା ପାକ୍ ର ମିଛ ! ମିରାଜ୍ ଠାରୁ ୧୦ ମିନିଟ୍ ବିଳମ୍ବ ଥିଲା ଏଫ୍ -୧୬ ।

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଫେବୃୟାରୀ ୨୬ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ବାୟୁସେନା ତରଫରୁ ଗୋଟିଏ ରିପୋର୍ଟ ପ୍ରଦାନ କରାଯାଇଥିଲା । ଯାହା ମୁତାବକ ୬ ରୁ ୫ ଟି ଟାର୍ଗେଟ କରାଯାଇଥିଲା । ଏହି ରିପୋର୍ଟ ଜରିଆରେ ପ୍ରଥମଥର ପାଇଁ ବାୟୁସେନା ଟାର୍ଗେଟ୍…

ପୁଣି ପ୍ରଚାର ମୈଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ନବୀନ କହିଲେ, କୌଣସି ବି ଜାତୀୟ ଦଳ ପାଇବେନି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର ଅର୍ମ୍ କରିଛନ୍ତି ନବୀନ । ତେବେ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି…

ଭୀଷଣ ଖରା ଓ ଗରମରେ ଘିମିରି ସମସ୍ୟା ଉପୁଜୁଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପସମ ।

ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଅସହ୍ୟ ଗରମର ତାତି ଘରୁ ବାହାରିବା ଯେଭଳି ମୁସ୍କିଲ ହୋଇଯାଉଛି । ଏହି ସମୟରେ ଖରାରୁ ରକ୍ଷା ପାଇବା ପାଇଁ ଆମେ ଫଳରସ,ପାଣି କ’ଣ କ’ଣ ପିଇଥାଉ । କିନ୍ତୁ ଗରମର ଜ୍ୱାଳାରେ ଶରୀରରେ ହେଉଥିବା ଘିମିରି ସମସ୍ୟାଠାରୁ ଆପଣ କେମିତି ବର୍ତ୍ତିବେ । ତେବେ ଆମେ ଏଠାରେ…

ପିଏମ୍ ମୋଦି ବାୟୋପିକ୍ କୁ ନେଇ ମତ ରଖିଲେ ନିର୍ବାଚନ କମିଶନ୍ ! ମେ ୧୯ ପୂର୍ବରୁ ରିଲିଜ୍ ହୋଇପାରିବ ନାହିଁ ଫିଲ୍ମ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ ରିଲିଜ୍କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଏବେ ଫିଲ୍ମଟି ମେ ୧୯ ପୂର୍ବରୁ ରିଲିଜ୍ ହୋଇ ପାରିବ ନାହିଁ ବୋଲି ଜଣା ପଡ଼ିଛି । ଏ କଥା ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ନିର୍ବାଚନ କମିସନ । ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି…