Daily Archives

April 23, 2019

ମୋଦି ସରକାରଙ୍କୁ ନବୀନ କଲେ ‘ଡବଲ ଇଂଜିନ୍’ ଆଟାକ୍ ! ପଚାରିଲେ, ଡବଲ ଇଂଜିନ୍ ରାଜ୍ୟରେ କାହିଁକି ହାରିଲା ବିଜେପି,…

କନକ ବ୍ୟୁରୋ : ମୋଦି ଓ ବିଜେପି ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ସିଧା ଟାର୍ଗେଟ୍ । ବିଜେପିକୁ ଧନୀ ଲୋକଙ୍କ ଦଳ ବୋଲି କହିବା ସହ ଧନୀ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ । ସେହିପରି ବିଜେପିର ଡବଲ ଇଂଜିନ୍ ଥିଓରୀକୁ ସମାଲୋଚନା କରି ପ୍ରଶ୍ନ କରିଛନ୍ତି, ବିଜେପି…

ଶ୍ରୀଲଙ୍କାରେ ନ୍ୟୁଜିଲାଣ୍ଡର ବଦଲା । କଲୋମ୍ବୋରେ ପ୍ରତିଶୋଧର ନରସଂହାର, ୩୧୦କୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ହିଂସାର ବଦଲା…

କନକ ବ୍ୟୁରୋ : ଶ୍ରୀଲଙ୍କା କଲୋମ୍ବୋ ସିରିଜ୍ ବିସ୍ଫୋରଣ ଘଟାଇଥିଲା ଦୁନିଆର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ । ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ୍ । ଏହି ନରସଂହାର ପଛର କାରଣ ହେଉଛି ପ୍ରତିଶୋଧ । ମସଜିଦ୍ ଆକ୍ରମଣର ବଦଲା, ଚର୍ଚ୍ଚ ଉପରେ…

ବିରାଟ ବାହିନୀ ଖେଳିବ ବିଶ୍ୱକପ କ୍ରିକେଟ ସେମିଫାଇନାଲ । ଜାଣନ୍ତୁ ଭାରତୀୟ ଟିମକୁ ନେଇ କିଏ କଲା ଏଭଳି ଭବିଷ୍ୟବାଣୀ ।

ମେ’ ୨୩ରୁ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ । ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଶ୍ୱକପ ଲଢେଇ ପାଇଁ ଲଣ୍ଡନ ଯିବ । ଆଉ ଏସବୁ ଭିତରେ ଭାରତୀୟ କ୍ରିିକେଟ ଟିମକୁ ନେଇ ବଡ ବୟାନ ଦେଇଛନ୍ତି ଶ୍ରୀଲଙ୍କାର ପୂର୍ବତନ…

ସବୁଠୁ ବଡ଼ ପର୍ଯ୍ୟାୟ ମତଦାନରେ ଭୋଟ ଦେଲା ଓଡ଼ିଶା । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ । କେନ୍ଦୁଝରରେ…

କନକ ବ୍ୟୁରୋ : ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ହାତଗଣତି କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ । ତେବେ ସୂଚନା ଅନୁସାରେ ଶେଷ ଖବର ସୁଦ୍ଧା ସଂଧ୍ୟା ୫ଟା ସୁଦ୍ଧା…

ଭଦ୍ରକବାସୀଙ୍କ ଭରସା ଜିତିବ କିଏ? ନୂଆ ପ୍ରାର୍ଥୀଙ୍କୁ ଧରି ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ, କାହା ନାଁରେ ମତଦାତା ମାରିବେ…

କନକ ବ୍ୟୁରୋ : ଭଦ୍ରକବାସୀଙ୍କ ଭରସା ଜିତିବ କିଏ? ଗତ ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଥିବା ଭଦ୍ରକ ଆସନରେ ନୂଆ ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ବିଜେଡି ଗଠନ ପରଠାରୁ ଲଗାତାର ୫ ଥର ବିଜୟଟୀକା ପିନ୍ଧିଥିବା ବେଳେ ବିଜେପି ଏଯାଏଁ ବିଜୟର ସ୍ୱାଦ ଚାଖିପାରିନାହିଁ । ନିଜର ପୁରୁଣା…

ସରିଲା ମତଦାନ, ଆରମ୍ଭ ହେଲା ବୟାନବାଜି । ପିସିସି ସଭାପତିଙ୍କ ଦମ୍ଭୋକ୍ତି, ସଂଖ୍ୟା ଗରିଷ୍ଠତା ହାସଲ କରିବ କଂଗ୍ରେସ ।

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି । ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ତେବେ ମତଦାନ ପରେ ଆରମ୍ଭ ହୋଇଛି…