Daily Archives

March 13, 2019

ଦଶପଲ୍ଲାରେ ଦୁର୍ଘଟଣା । ବସରେ ଧକ୍କା ହେବାରୁ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

କନକ ବ୍ୟୁରୋ : ବସରେ ଧକ୍କା ହେବାରୁ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା-ବଲଙ୍ଗୀରର ଜାତୀୟ ରାଜପଥରେ ମୋଡାଣି ଉପରେ ବସଟି ବାଇକରେ ଯାଉଥିବା ୨ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ଜୀବନ…

ସଜାଡି ହେଉଛି ମୋରଡା ବିଜେଡି । ଗୋଷ୍ଠୀ କନ୍ଦଳରେ ପ୍ୟାଚଅପ୍ ଉଦ୍ୟମ

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଜୋର୍ ଧରିଛି ରାଜନୀତି। ସାଧାରଣ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାର ଏକମାତ୍ର ଏହି ନିର୍ବାଚନମଣ୍ଡଳୀରେ ବିଜେଡ଼ିରେ ମାଳମାଳ ଆଶାୟୀ ଉଭା ହୋଇଛନ୍ତି। ଯାହାକି ଦଳ ପାଇଁ ଚିନ୍ତାର କାରଣ ହୋଇଛି। ସ୍ଥାନୀୟ ବିଧାୟକ…

ବିଜେପିରେ ଯୋଗ ଦେଲେ ବାବୁ ସିଂହ: ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପଦ୍ମରେ ସାମିଲ ହେଲେ ବିଜେଡି ଯୁବନେତା

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଇଥିବା ଯୁବ ନେତା ବାବୁ ସିଂହ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏକ ମୋଟର୍ ସାଇକେଲ୍ ଶୋଭାଯାତ୍ରାରେ ଶ୍ରୀ ସିଂହ ବିଜେପି କାର୍ଯ୍ୟାଳୟକୁ…

ଶରଦ ପାୱାରଙ୍କ ଭବିଷ୍ୟବାଣୀ : କହିଲେ, ବିଜେପି ହୋଇପାରେ ସବୁଠାରୁ ବଡ ଦଳ, କିନ୍ତୁ ମୋଦି ହୋଇପାରିବେନି ପ୍ରଧାନମନ୍ତ୍ରୀ

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରିଛନ୍ତି କି, ନିର୍ବାଚନ ପରିଣାମ ପରେ ବିଜେପି ସବୁଠାରୁ ବଡ ଦଳ ହୋଇପାରେ । କିନ୍ତୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାର ବୟାନରେ କହିଛନ୍ତି କି, “ମୋର ଯେତିକି ରାଜନୀତିରେ ଅଭିଜ୍ଞତା…

ଦୁବାଇରେ ଖଲ୍ଲିକୋଟ ଅଂଚଳର ୪୮ ଓଡିଆ ଶ୍ରମିକ ଫସିରହିବା ଘଟଣା : ଆଜି ଓଡିଶା ଫେରୁଛନ୍ତି ୫ଜଣ ଶ୍ରମିକ

କନକ ବ୍ୟୁରୋ : ଦୁବାଇରେ ଫସିଥିବା ୪୦ ଓଡିଆ ଶ୍ରମିକଙ୍କ ମଧ୍ୟରୁ ଆଜି ଓଡିଶା ଫେରୁଛନ୍ତି ୫ ଜଣ ଶ୍ରମିକ । ଏହି ୫ ଜଣ ଶ୍ରମିକଙ୍କ ପରିବାର ଲୋକ , ସେମାନଙ୍କ ଫେରିବା ନେଇ ଟିକଟ୍ ବ୍ୟବସ୍ଥା କରିବା ପରେ ଆଜି ଏମାନେ ଓଡିଶା ଫେରୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ବାକି ୩୫ ଶ୍ରମିକ ଏବେ ବି…

କୋଟଲାରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ମହାଲଢେଇ: ନିର୍ଣ୍ଣାୟକ ଦିନିକିଆରେ ବିଶ୍ବକପ୍ ଆଶାୟୀ

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପଂଚମ ତଥା ଶେଷ ଦିନିକିଆ । ଦିଲ୍ଲୀର ଫିରୋଜଶାହା କୋଟଲାରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ସିରିଜ କବଜା କରିବ । କାରଣ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ୨-୨ ରେ ସମାନ ସ୍ତରରେ ରହିଛି । ତେଣୁ କୋଟଲା…