Daily Archives

July 19, 2018

ସୂଚନା ଅଧିକାର ଆଇନରେ ସରକାର କରିବାକୁ ଯାଉଥିବା ସଂଶୋଧନକୁ ଲୋକେ ବିରୋଧ କରନ୍ତୁ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

କନକ ବ୍ୟୁରୋ : ସୂଚନା ଅଧିକାର ଆଇନରେ ବିଜେପି ସରକାର କରିବାକୁ ଯାଉଥିବା ସଂଶୋଧନକୁ ଲୋକେ ବିରୋଧ କରନ୍ତୁ । ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସଂଶୋଧନ ଦ୍ୱାରା ଏହାର କୌଣସି ମୁଲ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି । ସତ ଜାଣିବା ପାଇଁ ସମସ୍ତ ଭାରତୀୟଙ୍କ ଅଧିକାର ରହିଛି ।…

ସଂସଦରେ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଭିଡରେ ଆକ୍ରମଣ ପ୍ରସଙ୍ଗରେ ଲୋକସଭାରେ ହଙ୍ଗାମା

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ଆର୍ଥିକ ଅପରାଧୀ ବିଧେୟକ, ମୋଟର ଭେଇକିଲ ଆକ୍ଟ ଏବଂ ଆରଟିଆଇ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା କରାଯାଉଛି । ଲିଚିଂ ବା ଭିଡରେ ଆକ୍ରମଣ ପ୍ରସଙ୍ଗକୁ ନେଇ ଆଜି ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା…

ସାମ୍ମାକୁ ଆସିଲା କ୍ୟାନ୍ସର ପୀଡିତା ସୋନାଲୀ ବେନ୍ଦ୍ରେଙ୍କ ଆଉ ଏକ ଫଟୋ ! ଇନଷ୍ଟାଗ୍ରାମରେ ପୁଅ ରଣବୀରଙ୍କ ସହ ଫଟୋ କଲେ…

ନିକଟରେ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କର୍କଟ ରୋଗ ହେବା ନେଇ ଖବର ଆସିଥିଲା । ସୋନାଲୀ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଦୁଃଖଦ ଖବର ନିଜ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ଏହି ଖବର ପାଇବା ପରେ ସମ୍ପୁର୍ଣ୍ଣ ବଲିଉଡ ଏବଂ ପ୍ରଶଂସକଙ୍କ ସହାନୁଭୁତି ସୋନାଲୀଙ୍କ…

ବିଶ୍ୱବ୍ୟାଙ୍କର ରିପୋର୍ଟ : ବିମୁଦ୍ରାକରଣ ନିଷ୍ପତ୍ତିର ପ୍ରଭାବ,୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ଜିଡିପିରେ ୭.୩…

କନକ ବ୍ୟୁରୋ : ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁଁ ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ଜିଡିପିରେ ୭.୩ ପ୍ରତିଶତର କ୍ଷତି ହୋଇଛି । ଅସଂଗଠିତ କ୍ଷେତ୍ରରେ ଚାଲିଥିବା କାରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଜିଲ୍ଲାମାନେ ଏହି କ୍ଷତି ସହିଛନ୍ତି ।…

ରାଜସ୍ଥାନ : ପାଣି ଟାଙ୍କି ଭିତରେ ଖସି ପଡ଼ିଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ, ୮ ଜଣ ଉଦ୍ଧାର

କନକ ବ୍ୟୁରୋ : ପାଣି ଟାଙ୍କିର ଘୋଡଣୀ ଭାଙ୍ଗିଯିବାରୁ ଟାଙ୍କି ଭିତରେ ଖସି ପଡ଼ିଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ । ଆହୁ ଏହି ଘଟଣା ଘଟିଛି ରାଜସ୍ଥାନ ଭରତପୁର କରୋଲୀ ଜିଲ୍ଲାର ଏକ ସ୍ୱୁଲରେ । ପିଲାମାନେ ସକାଳେ ଟାଙ୍କି ଉପରେ ଖେଳୁଥିବା ବେଳ ସେଥିରେ ପଡିଯାଇଥିଲେ । ପରେ ଏମାନଙ୍କୁ ପଡିବା ଦେଖି…

ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜାତୀୟ ରାଜନୀତି ସରଗରମ : ସରକାରକୁ ସମର୍ଥନ କରିବ ଶିବସେନା

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି ମୋଦି ସରକାର । ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ ନକରି ଗତ ଅଧିବେଶନର ଅଧିକାଂଶ ସମୟ ନଷ୍ଟ ହୋଇଥିବା ବେଳେ ଏଥର ମୌସୁମୀ ଅଧିବେଶନରେ ତାହା କରିବାକୁ ସୁଯୋଗ ଦେଇନାହାନ୍ତି…