Daily Archives

July 10, 2018

ଏଣିକି ଇପିଏଫଓ ଉପଭୋକ୍ତା ନିଜ ସଞ୍ଚୟର କିଛି ଅଂଶ ହିଁ ଉଠାଣ କରିପାରିବେ ! ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ…

ଏଣିକି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଉପଭୋକ୍ତାମାନେ ନିଜ ସଂଚୟର କିଛି ଅଂଶ ନିଜର ସନ୍ତାନଙ୍କ ଶିକ୍ଷା, ଚିକିତ୍ସା ବା ବିବାହରେ ଖର୍ଚ୍ଚ କରିପାରିବେ । ଏଥିପାଇଁ ଇପିଏଫଓ ନିଜର ନିୟମ କାନୁନରେ କିଛିଟା ପରିବର୍ତ୍ତନ କରିଛି । ଏସବୁ ସଂଶୋଧିତ ନିୟମ ଅନୁସାରେ ଇପିଏଫଧାରୀମାନେ  ନିଜ…

ଗୁଣ୍ଡିଚା ଯାତ୍ରାର ପରଦିନ ବାରିପଦାରେ ଉଭା ହୁଅନ୍ତି ତିନି ଠାକୁର ! ଜାଣନ୍ତୁ ବାରିପଦା ରଥଯାତ୍ରାର କିଛି ଅଜଣା କଥା

କନକ ବ୍ୟୁରୋ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା । ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜିଉଙ୍କ ରଥ ଯାତ୍ରା ଦ୍ୱିତୀୟ ବୃହତମ ଘୋଷ ଯାତ୍ରା ଭାବେ ପରିଚିତ । ଦୀର୍ଘ ଚାରିଶହ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଖୁବ୍ ଆଡମ୍ବରର ସହ ଗଡ଼ିଆସୁଛି ଶ୍ରୀ ଶ୍ରୀ ହରିବଳଦେବଜିଉଙ୍କ ରଥ । ପୁରୀ ରଥଯାତ୍ରାର…

ଶେଷ ହେଲା ରେସକ୍ୟୁ ଅପରେସନ ! ୧୮ ଦିନ ପରେ ଥାଇଲାଣ୍ଡର କାଳ ଗୁମ୍ଫାରୁ ବାହାରିଲେ କୋଚଙ୍କ ସମେତ ୧୨ ଫୁଟବଲ ଖେଳାଳି ।

ଦୀର୍ଘ ୧୮ ଦିନ ଗୁମ୍ଫା ଭିତରେ ବନ୍ଦ ହେବା ପରେ ଉଦ୍ଧାର ହୋଇଛନ୍ତି ଥାଇଲାଣ୍ଡ ଗୁମ୍ଫାରେ ବନ୍ଦ ଥିବା କୋଚଙ୍କ ସମେତ ୧୨ଜଣ ଫୁଟବଲ ଖେଳାଳୀ । ଗତ ମାସ ୨୩ ତାରିଖରୁ ଏମାନେ ଲୁଆଙ୍ଗ ଗୁମ୍ଫାରେ ଫସି ରହିଥିଲେ । ତେବେ ଦୀର୍ଘ ଦିନର ଅପରେସନ ପରେ ଶେଷରେ ଉଦ୍ଧାରକାରୀ ଟିମକୁ ମିଳିଛି ବଡ ସଫଳତା ।…

ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ୨୫୭୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ…

ବେରୋଜଗାରୀଙ୍କ ପାଇଁ ଖୁସିଖବର । ଭାରତୀୟ ରେଳବାଇ ୨୫୭୩ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଭାରତୀୟ ରେଳବାଇ ୨୦୧୮ ଲାଗି ନିଯୁକ୍ତି ଆବଶ୍ୟକତା ପୂରଣ (ଜବ୍ ରିକ୍ୱାରମେଣ୍ଟ)  ଲାଗି ସୂଚନା ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ୨୫୭୩ଟି ପଦ ପୂରଣ ଲାଗି ବିଜ୍ଞପ୍ତି…

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ପହଞ୍ଚିନି ବିଜୁଳି ଆଲୁଅ, ଡିବିରି ଆଲୁଅ ଭରସାରେ ବିତୁଛି ଜୀବନ ।

କନକ ବ୍ୟୁରୋ : ଅନ୍ଧାରୀ ମୁଲକ ଇନ୍ଦିରା କଲୋନୀ । କେନ୍ଦୁଝର ଯୋଡା ଅନ୍ତର୍ଗତ ଦେଓଝର ପଂଚାୟତର ଆଦିବାସୀବହୁଳ ଗାଁ ଗୋବର୍ଦ୍ଧନପୁରର ଇନ୍ଦିରା କଲୋନୀରେ ବାସ କରନ୍ତି ୬୦ପରିବାର । ହେଲେ, ଏବେବି ଗାଁର ଲୋକମାନେ ଦେଖି ନାହାଁନ୍ତି ବିଜୁଳି ଆଲୁଅ । ଅନ୍ଧାର ଯୋଗୁଁ ରାତି ହେଲେ ହାତୀ ଉପଦ୍ରବରେ…

ଜଗନ୍ନାଥଙ୍କୁ ହୁଏ ସତସତିକା ଜ୍ୱର: ଏକଦା ଥର୍ମୋମିଟରରେ ମାପି ପ୍ରମାଣ ଦେଖାଇଥିଲେ ସେବାୟତ, ଅନୁଭୂତି ବଖାଣିଲେ…

କନକ ବ୍ୟୁରୋ : ଜଗତର ଜଗନ୍ନାଥ । ଭାବର ଠାକୁର କାଳିଆ । କାଳ କାଳ ଧରି କାଳିଆ ସାଆନ୍ତ ଶ୍ରୀମନ୍ଦିରରେ ଲୀଳା କରି ଆସୁଛନ୍ତି । ରତ୍ନବେଦୀରେ ବସି ପୂରା ବିଶ୍ୱକୁ ଚଳାଉଛନ୍ତି କାଳିଆ ଠାକୁର । ଜଗାର ଟିକିଏ ଝଲକ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସିଥାନ୍ତି ଭକ୍ତ । ଜଗନ୍ନାଥଙ୍କ…