Daily Archives

July 10, 2018

ଡାକ୍ତର ସାଜିଛନ୍ତି ଦେବଦୂତ ! ଦିଲ୍ଲୀରେ ଘର, ଗାଁରେ ମନ । ଦିଲ୍ଲୀରେ ଥାଇ ବି ଜନ୍ମଭୂମି ପାଇଁ ଦେଖୁଛନ୍ତି ବିକାଶର…

କନକ ବ୍ୟୁରୋ : ପାଠସାଠ ପଢି ଉଚ୍ଚଶିକ୍ଷିତ ହେବା ପରେ ଗାଁରୁ ଯାଇ ସହରରେ ବସବାସ କରୁଥିବା ଲୋକ ଭୁଲି ଯାଆନ୍ତି ଧୂଳି ଧୂସରିତ ଗାଁକୁ । ସମସ୍ୟା ବହୁଳ ଗାଁକୁ ଆଉ ଫେରିବାକୁ ଚାହାଁନ୍ତି ନାହିଁ ତଥାକଥିତ ଏହି ଶିକ୍ଷିତ ଆଉ ସୁଯୋଗ୍ୟ ମଣିଷମାନେ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ…

ଯୁକ୍ତ ୨ ପରୀକ୍ଷାରେ ଫେଲ୍ ହୋଇଥିଲେ ଏହି ବ୍ୟକ୍ତି ! ଏହା ପରେ ଆରମ୍ଭ କଲେ ଏହି ବ୍ୟବସାୟ, ମାତ୍ର ୨୪ ବର୍ଷ ବୟସରେ ହେଲେ…

ଏମିତି ଅନେକ ଲୋକ ଅଛନ୍ତି, ଯିଏ କମ ପାଠ ପଢି ମଧ୍ୟ ଅନେକ ସଫଳତା ହାସଲ କରିନେଇଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିଷଭ ଲବାନିଆ । ମାତ୍ର ୨୪ ବର୍ଷ ବୟସରେ ସେ ନିଜର ଏକ ଅଲଗା ପରିଚୟ ସ୍ଥାପନ କରିସାରିଥିବା ବେଳେ ସଫଳତାର ଶୀର୍ଷରେ ପହଞ୍ଚିଯାଇଛନ୍ତି । ଏହି ଯୁବକଜଣକ ଅଳ୍ପ ବୟସରେ ଏକ…

ଏଣିକି ଅତି ସହଜରେ ବଦଳ କରିହେବ ଚିରା ଫଟା ନୋଟ ! ଜାଣନ୍ତୁ କେଉଁଠି ଏବଂ କିପରି ।

ପୂର୍ବରୁ ନିୟମ ଥିଲା ଚିରି ଯାଇଥିବା ଟଙ୍କା ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ । କିନ୍ତୁ ଏବେ ଏହି ସମସ୍ୟା ଦୁର କରିଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚିରା ଫଟା ନୋଟକୁ ବଦଳ କରିବା ପାଇଁ ଗାଇଡଲାଇନ ଜାରି କରିଛି । ଏହି ନିୟମ ଅନ୍ତର୍ଗତ, ଚିରା ଫଟା ନୋଟ ସମେତ…

ବୈଜ୍ଞାନିକଙ୍କୁ ମିଳିଲା ଦୁନିଆର ସବୁଠାରୁ ପୁରୁଣା ରଙ୍ଗ : ଜାଣନ୍ତୁ କ’ଣ ?

ବୈଜ୍ଞାନିକମାନେ ଭୁଗର୍ଭ ରେକର୍ଡରୁ ଜ୍ଞାତ ଦୁନିଆର ସବୁଠାରୁ ପୁରୁଣା ରଙ୍ଗର ଗବେଷଣା କରିଛନ୍ତି । ପାଖାପାଖି ୧.୧ ଅରବ ବର୍ଷ ପୁରୁଣା ଏହି ଚଟଖା ଗୋଲାପି ରଙ୍ଗ ଆଫ୍ରିକାର ସାହାରା ମରୁଭୂମିରେ ବହୁତ ଗଭୀରରୁ ମିଳିଥିବା ପଥରରୁ ବାହାର କରାଯାଇଛି । ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭର୍ସିଟିର ନୂର…

ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ବାବଦରେ ଜାଣନ୍ତୁ କିଛି ତଥ୍ୟ . . . . . .

ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ…

ଏଣିକି ଆପଣ ଶସ୍ତାରେ ପାଇପାରିବେ ମୂଲ୍ୟବାନ ମେଡିସିନ୍ ! ଖୋଲିବ ସ୍ୱତନ୍ତ୍ର କାଉଣ୍ଟର, ଖୁବ ଶୀଘ୍ର ଜାରି ହୋଇପାରେ ନିୟମ…

ଯେଉଁମାନେ ନିୟମିତ ଭାବେ ନିଜ ପରିବାର ପାଇଁ ଔଷଧ କିଣୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର । ଯଦି ଆପଣ ସାମାନ୍ୟ ସତର୍କ ରହିବେ, ତେବେ ଆପଣ ଚାହୁଁଥିବା ମେଡିସିନ୍ ଶସ୍ତାରେ ଉପଲବ୍ଧ ହୋଇପାରିବ । ଖୁବ୍ ଶୀଘ୍ର ଔଷଧ ବିକ୍ରେତାମାନେ ନିଜର ଦୋକାନରେ ଜେନେରିକ୍ ଔଷଧ ପାଇଁ ଏକ କାଉଣ୍ଟର ଖୋଲିବେ ।…