Daily Archives

July 3, 2018

ରଥଯାତ୍ରା ପୂର୍ବରୁ ଖୋଲିବ ଭୁବନେଶ୍ୱର ନିୟୁ ଷ୍ଟେସନ ! ଜାଣନ୍ତୁ କେଉଁ କେଉଁ ରୁଟରେ ଚାଲିବ ଟ୍ରେନ ?

କନକ ବ୍ୟୁରୋ : ଭୁବନେଶ୍ୱର ଷ୍ଟେସନରୁ ୧୪କିମି ଦୂରରେ ରାଜଧାନୀ ଉପକଣ୍ଠରେ ରଘୁନାଥପୁର ନିକଟରେ ନିର୍ମାଣ ହେଉଥିବା ‘ଭୁବନେଶ୍ୱର ନିୟୁ’ ଷ୍ଟେସନ୍ ଚଳିତ ସପ୍ତାହରେ ଖୋଲିବ। କେନ୍ଦ୍ର ରେଳ ମନ୍ତ୍ରୀ କିମ୍ବା ରେଳ ରାଷ୍ଟ୍ର ମନ୍ତ୍ରୀ ଆସନ୍ତା ଶନିବାର/ରବିବାର ଏହି ଷ୍ଟେସନକୁ ଉଦଘାଟନ କରିବାର…

ହୁସିଆର୍ ! ବଜାରରେ ଘୂରି ବୁଲୁଛି ନକଲି ୫୦୦ଟଙ୍କିଆ ନୋଟ୍, ଆପଣଙ୍କ ପକେଟରେ ଥିବା ନୋଟ୍ ବି ହୋଇପାରେ ନକଲି, କେବଳ…

କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ କୁହାଯାଇଛି କି, ବଜାରରେ ଏବେ ଘୂରି ବୁଲୁଛି କିଛି ୫୦୦ ଟଙ୍କିଆ ନକଲି ନୋଟ୍ । ଏହି ନୋଟ୍ ସଂପର୍କରେ ମଧ୍ୟ ଏହା ସୂଚନା ମିଳିଛି କି, ଏହି ନୋଟରେ ଥିବା ଗାନ୍ଧିଙ୍କ ଛବି ଚାରିପାଖରେ ଏକ ସବୁଜ ରଙ୍ଗର ଗାର୍…

ରଥ ଓ ମନ୍ଦିର: ମାନବର ଶରୀର ! କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ମାନବଶରୀର ସହିତ…

କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ଆମ ଶରୀର ସହିତ ତୁଳନା କରାଯାଇଛି। ‘କଠୋପନିଷଦ’ର ସେହି ତତ୍ତ୍ଵ ବହୁଚର୍ଚ୍ଚିତ, ଯେଉଁଥିରେ ନଚିକେତାଙ୍କୁ ଯମରାଜ କହିଛନ୍ତି- ହେ ନଚିକେତା ! ଶରୀର ହେଉଛି ରଥ। ଆତ୍ମା ରଥୀ। ବୁଦ୍ଧି ସେହି ରଥର ସାରଥି। ମନ ତାହାର ପ୍ରଗ୍ରହ ବା…

ଇରାନର ସାଂଘାତିକ ଅଭିଯୋଗ ! ଆକାଶରୁ ହିଁ ବର୍ଷା ଚୋରି କରି ନେଉଛି ଇସ୍ରାଏଲ

ସାଧାରଣତଃ ଘରୁ ଜିନିଷ ପତ୍ର ଚୋରି କିମ୍ବା ଲୋକଙ୍କ ଠାରୁ ପଇସା ଚୋରି ହେଉଥିବା କଥା ଆମେ ଶୁଣିଛେ । କିନ୍ତୁ ଆକାଶରୁ ବର୍ଷା ଚୋରି ହେଉଥିବା କଥା କେବେ ଶୁଣିଛନ୍ତି ।ହଁ ଅଜ୍ଞା ଏଭଳି ଏକ ବିଚିତ୍ର ଅଭିଯୋଗ ଇରାନ ଆଣିଛି । ଇରାନର ଆକାଶରୁ ମେଘ ଓ ବର୍ଷାକୁ ଶତ୍ରୁ ଦେଶ ଇସ୍ରାଏଲ ଚୋରି କରି…

ଦୁନିଆର ସବୁଠାରୁ ମୋଟା ବାଳକର ସଫଳ ଅସ୍ତ୍ରୋପଚାର : ଓଜନ ଥିଲା ୨୩୭ କିଲୋଗ୍ରାମ

କନକ ବ୍ୟୁରୋ : ଦିଲ୍ଲୀରେ ବାସ କରୁଥିବା ୧୪ ବର୍ଷର ବାଳକ ମିହିର ଜେନ୍ ଙ୍କ ଓଜନ ଦିନକୁ ଦିନ ବଢିବାରେ ଲାଗିଛି । ଓଜନ ଏପରି ଭାବରେ ବଢିଲା ଯେ ୨୦୧୮ ଏପ୍ରିଲ ମସିହା ବେଳକୁ ୨୩୭ କିଲୋଗ୍ରାମରେ ପହଞ୍ଚିଲା । ଭାରତରେ ମିହିରଙ୍କୁ ସବୁଠାରୁ ମୋଟା ଛୁଆ କେହି କେହି କହୁଛନ୍ତି । ବର୍ତ୍ତମାନ ସେ…

ଆସିଲା ଗରିବଙ୍କ ପାଇଁ କାର୍ ! ବାଇକ୍ ଭଳି ମାଇଲେଜ୍ ଆଉ ବାଇକ୍ ପରି ଦାମ୍ , ଜାଣନ୍ତୁ କେଉଁଠି ଓ କିପରି କିଣିବେ ଏହି…

ଶସ୍ତା ବାଇକ୍ ପରେ ଏବେ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ଆସୁଛି ସବୁଠାରୁ ଶସ୍ତା ତଥା ବାଇକ୍ ଦାମର କାର୍ । ଯାହାକୁ ଲଂଚ କରିବାକୁ ଯାଉଛି “ବଜାଜ୍” ଭଳି ନାମୀ କଂପାନୀ । ମିଳିଥିବା ସୂଚନା ମୁତାବକ, ଖୁବ ଶୀଘ୍ର ହିଁ ବଜାଜ୍ କଂପାନୀ ନିଜ ନୂଆ କାର ତଥା “ଅଟୋ କ୍ୟୁଟ୍” ଲଂଚ କରିପାରେ । ଯାହାର…