Daily Archives

July 3, 2018

ଯଶୀପୁରରୁ ମହେନ୍ଦ୍ର-ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରକୁ ବିରୋଧ : ହାତୀ ଛାଡିବାକୁ ଅମଙ୍ଗ କଂଗ୍ରେସ କର୍ମୀ ଓ…

କନକ ବ୍ୟୁରୋ: ଯଶୀପୁରରୁ ମହେନ୍ଦ୍ର ଓ ରାଜକୁମାର ହାତୀକୁ ସାତକୋଶିଆ ସ୍ଥାନାନ୍ତରବେଳେ ସିଙ୍ଗଦା ନିକଟରେ ହାତୀ ଯିବାକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଏହି ହାତୀକୁ ଶିମିଳିପାଳର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଚଲେଇ ଚଲେଇ ନିଆଯାଉଥିଲା । ଏହାକୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ…

ବଜାରକୁ ଆସିଲା ସବୁଠୁ ଶସ୍ତା ଲାପଟପ୍ : ମୂଲ୍ୟ ମାତ୍ର ୧୬,୦୦୦

ଘରୋଇ ଇଲେକ୍ଟ୍ରାନିକ୍ କମ୍ପାନୀ iBall ଭାରତୀୟ ବଜାରରେ ନିଜର ନୂଆ ବଜେଟ୍ ଲାପଟପ୍ iBall CompBook M500 ଲଂଚ କରିଛି । ଏହି ଲାପଟପ୍ ୱିଣ୍ଡୋଜ୍ ୧୦ ସହିତ ୧୬,୯୯୯ ଟଙ୍କା ଓ ୱିଣ୍ଡୋଜ ୧୦ ପ୍ରୋ ସହିତ ୧୮,୯୯୯ ଟଙ୍କାର ମୂଲ୍ୟ ସହିତ ଆସିବ । ଏହି ଲାପଟପରେ କମ୍ପାନୀ ୪ଜିବି ର୍ୟାମ ଓ ଓ ୩୨ ଜିବି…

ମାତ୍ର ୧୨୫ ଟଙ୍କାରେ ହେଉଛି ଆଧାର ଡାଟା ଲିକ୍ ! ଡିଷ୍ଟ୍ରିବ୍ୟୁଟର ଆକ୍ଟିଭ କଲେ ୬ ହଜାରରୁ ଅଧିକ ନକଲି ସିମ୍

ରାଜଧାନୀ ଦିଲ୍ଲୀରୁ ହଜାର କିଲୋମିଟର ତେଲଙ୍ଗାନାରେ ଜଣେ ସିମ କାର୍ଡ଼ ଡ୍ରିଷ୍ଟ୍ରିବ୍ୟୁଟର ଅନ୍ୟ ଲୋକଙ୍କର ଆଧାର ତଥ୍ୟ ବ୍ୟବହାର କରି ପ୍ରାୟ ୬୦୦୦ ହଜାର ଡୁପ୍ଲିକେଟ ସିମ ଆକ୍ଟିଭ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଥିପାଇଁ…

ଅଡୁଆରେ ଓଲିଉଡ୍ ଅଭିନେତା ଶ୍ରୀତମ୍ ଦାସ । ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ଇଡିର…

କନକ ବ୍ୟୁରୋ: ଅଡୁଆରେ ଓଲିଉଡ୍ ଅଭିନେତା ଶ୍ରୀତମ୍ ଦାସ । ଇଡିରେ ହାଜର ହେଲେ ଶ୍ରୀତମ । ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମ ଦାସଙ୍କୁ ଜେରା କରିଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । ଚଳଚ୍ଚିତ୍ର ପ୍ରଯୋଜକ ତ୍ରିବେଣୀ ମହାନ୍ତିଙ୍କ ଫିଲ୍ମରେ କାମ କରିଥିବାରୁ ଇଡିର…

ଭୋଟ ପାଇଁ ଅଳିଆଗଦାରେ ବସିଲେ, ରାସ୍ତାରେ ଜମିଥିବା ପାଣିରେ ଶୋଇଲେ ନେତା ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ନିର୍ବାଚନ ପ୍ରଚାର ପାଇଁ ନେତା ଅଳିଆଗଦାରେ ବସିଲେ ତା ସାଙ୍ଗକୁ ଡ୍ରେନ ପାଣିରେ ଶୋଇଲେ । ପାକିସ୍ତାନରେ ଆସନ୍ତା ଜୁଲାଇ ୨୫ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପ୍ରାର୍ଥୀ ଓ ଦଳ ଦିନ ରାତି ଏକ କରି ଦେଇଛନ୍ତି । ହାଇଭୋଲଟେଜ ପ୍ରଚାର ସାଙ୍ଗକୁ ଲୋକଙ୍କୁ…

ଫିଟୁଛି ୧୧ ମୃତ୍ୟୁର ରହସ୍ୟ : ମୋକ୍ଷ ପ୍ରାପ୍ତି ଆଳରେ ଭାଟିଆ ପରିବାରର ସାନପୁଅ ନେଇଥିଲା ସଭିଙ୍କ ଜୀବନ, ପୁଲିସର…

ରବିବାର ଦିଲ୍ଲୀର ବୁରାଡ଼ି ସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ୧୧ଜଣଙ୍କର ମୃତଦେହ ଘେର ଭିତରୁ ଜବତ ହୋଇଛି। ୧୧ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିଲେ । ଏହି ମୃତ୍ୟୁର ରହସ୍ୟ ଉପରୁ ପୁଲିସ ପରଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ମାମଲାର ବିଭିନ୍ନ ଦିଗ ଘଟଣାକୁ ଅଧିକ…