Daily Archives

June 1, 2018

ଜାମୁକୋଳି ଗଛରୁ ଖସିପଡି ୧୨ବର୍ଷର ବାଳକ ବେକରେ ଡାଳ ପଶିଯିବା ଘଟଣା ! ୪ ଘଂଟାର ଅପରେସନ୍ ପରେ କାଠଖୁଂଟା କାଢିଲେ…

କନକ ବ୍ୟୁରୋ : ସାମାନ୍ୟ ଜାମୁକୋଳି ତୋଳିବାର ଆଶା ମଧ୍ୟ ବଡ ବିପଦ ଆଣିପାରେ ତାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳର ଜଣେ ୧୩ ବର୍ଷର ବାଳକ, ଡାଳ ସହ ଗଛରୁ ପଡ଼ିଯିବା ଫଳରେ ଛାତିରେ ପଶି ଯାଇଥିଲା ଡାଳ । ଆଉ ଏହି ଛଟପଟ ଅବସ୍ଥାରେ କଟକ ବଡ ମେଡ଼ିକାଲରେ ପହଂଚିଥିବା ଏହି କୁନି ପିଲାର ଅପରେସନ୍…

ଏନଡିଏକୁ ଚେକ୍ ଦେବା ପାଇଁ କଂଗ୍ରେସର ଫର୍ମୁଲା ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା…

କନକ ବ୍ୟୁରୋ : ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇପାରେ କଂଗ୍ରେସ । ଜାତୀୟ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟରେ ଶେଷ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ପି. ଜେ କୋରିୟନଙ୍କ କାର୍ଯ୍ୟକାଳ ।…

ଖେଳି ସାରି ଥକିଯାଇଥିଲେ ଧୋନୀ ! କୁନି ଝିଅ ଜିଭା ଦେଲା ମାହିଙ୍କୁ ଫ୍ରୁଟି, ଭିଡିଓ ହେଲା ଭାଇରାଲ ।

ଶେଷ ହୋଇଯାଇଛି ଆଇପିଏଲ ୨୦୧୮ । ଏବଂ ଦୀର୍ଘ ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପରକିଙ୍ଗସ ଚଳିତ ଆଇପିଏଲର ବିଜୟ ମୁକୁଟ ପିନ୍ଧିସାରିଛି । କିନ୍ତୁ ଫାଇନାଲ ଟକ୍କର ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚେନ୍ନାଇ ମ୍ୟାଚ ଜିତିବା…

ଏଣିକି ପରୀକ୍ଷାର୍ଥୀ ‘ହାର୍ଟ ଆଟାକ୍’ ପରିବର୍ତ୍ତେ ‘ହାର୍ଟ କା ଦୌରା’ଲେଖି ପାରିବେ : ‘ହିଙ୍ଗ୍ଲିସ୍’ ଭାଷାରେ ପରୀକ୍ଷା…

‘ହିଙ୍ଗ୍ଲିସ୍’ ଭାଷାରେ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅନୁମତି ଦେଲା ମଧ୍ୟ ପ୍ରଦେଶ ବିଶ୍ୱବିଦ୍ୟାଳୟ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ସମୟରେ ’ହିଙ୍ଗ୍ଲିସ୍’ ଭାଷା ବ୍ୟବହାର କରିବାକୁ ପରୀକ୍ଷାର୍ଥୀମାନଙ୍କୁ ମଧ୍ୟପ୍ରଦେଶ ମେଡିକାଲ୍ ୟୁନିଭର୍ସିଟି ଅନୁମତି ଦେଇଛି। ‘ହିଙ୍ଗ୍ଲିସ୍’…

ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲକୁ ମିଳିଲାନି ଜାମିନ୍ ! ଆବେଦନକୁ ଖାରଜ କଲେ ବଲାଙ୍ଗୀର ଏଡିଜେ କୋର୍ଟ

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରୁ ମୁଖ୍ୟ ଖଳନାୟକ ଅଭିଯୁକ୍ତ ପୁଂଜିଲାଲ ମେହେରଙ୍କୁ ମିଳିଲା ନାହିଁ ଜାମିନ । ଅତିରିକ୍ତ ଜିଲ୍ଲା ଦୌରାଜଜ ୨ରେ ଗୁରୁବାର ଶୁଣାଣୀ ହୋଇଥିଲା । ଗୁରୁବାର ସଂରକ୍ଷିତ ରାୟ ଶୁକ୍ରବାର ପ୍ରକାଶ ପାଇଛି । ରାୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ -୨ ଅନିତା…

ଟଙ୍କା ବ୍ୟାଗ ଲୁଟିନେଲେ ମାଙ୍କଡ ! ଛାତ ଉପରୁ କଲେ ଟଙ୍କାର ବର୍ଷା ।

ଉତ୍ତରପ୍ରଦେଶରେ କୁକୁର ପରେ ଏବେ ମାଙ୍କଡ ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମାଙ୍କଡକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ମାଙ୍କଡମାନେ ଜଣେ ବ୍ୟବସାୟୀଙ୍କର ଟଙ୍କା ବ୍ୟାଗ ଛଡାଇ ନେଇଯାଇଛନ୍ତି । ଯେଉଁ…