ବଲାଙ୍ଗୀରରେ ପୁଣି ତେଜିଲା ଲୟର ସୁକତେଲ ଆନ୍ଦୋଳନ ! ବୁଡି ଅଂଚଳ ମହିଳା ସଂଘର ବିକ୍ଷୋଭ ପ୍ରଦର୍ଶନ

26

କନକ ବ୍ୟୁରୋ : ବଲାଙ୍ଗୀରରେ ପୁଣି ତେଜିଲା ଲୋୟର ସୁକତେଲ ଆନ୍ଦୋଳନ । ବୁଡି ଅଂଚଳ ମହିଳା ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ୧୫ଟି ଗାଁର ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଘଟଣା ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପାଖାପାଖି ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି ।