ମହାବିତର୍କରେ ଦେଖନ୍ତୁ ‘ମହାନଦୀ ମନ୍ଥନ’ !

29

ମହନଦୀ ପାଇଁ ବିଭିନ୍ନ ରାଜନୈତିକ ଦଳ ଭିତରେ ମହାସଂଗ୍ରାମ ଜାରି ରହିଛି । ମହାନଦୀକୁ ନେଇ ଏହି ସବୁ ଦଳ ଅନେକ ତଥ୍ୟ ରଖୁଛନ୍ତି । ଆଉ ଏହାକୁ ଦେଖି ଯେ କେହି ବି କହିବ ଏହି ନେତା ମାନେ ଓଡିଶାର ସ୍ୱାର୍ଥ ପାଇଁ ଏବଂ ଓଡିଶାବାସୀଙ୍କ ପାଇଁ ଛତିଶଗଡ ବିରୋଧରେ ଲଢୁଛନ୍ତି । ହେଲେ ବାସ୍ତବିକତା କହୁଛି କିଛି ଅଲଗା କଥା । ବର୍ଷ ବର୍ଷ ଧରି ଏହି ରାଜନୈତିକ ଦଳ ସବୁ ଓଡିଶା ବାସୀଙ୍କୁ ଅନ୍ଧାରରେ ରଖିଛନ୍ତି । ତେବେ କଣ ରହିଛି ପ୍ରକୃତ ସତ୍ୟ ? ଅଧିକ ଜାଣିବା ପାଇଁ ମହାବିତର୍କରେ ଦେଖନ୍ତୁ ‘ମହାନଦୀ ମନ୍ଥନ’ ।