କନକ ବ୍ୟୁରୋ : ଯାଜପୁର ପାଣିକୋଇଲି ଥାନା ମକୁନ୍ଦବିନ୍ଧା ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ।ଘଟଣାସ୍ଥଳରେ ଉତେଜନା । ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ । ମୃତକ ଜଣଙ୍କ ହେଉଛନ୍ତି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ୟାଶା ଦାସ । ଜେଜେମାଙ୍କ ସହ ରାସ୍ତାପାର ହେବା ସମୟରେ ଟ୍ରଲର ଧକ୍କା ଦେଇଥିଲା । ଆଦ୍ୟାଶାଙ୍କ ଜେଜେମାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ଦେଖନ୍ତୁ ଏହି ଭିଡିଓ :