ଘରେ ବସି ଅର୍ଥ କମାଇବାକୁ ଚାହୁଁଛନ୍ତି କି ? ଆରମ୍ଭ କରନ୍ତୁ ଏହି ବ୍ୟବସାୟ

57

ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଏକ ସୁବର୍ଣ୍ଣ ସୁଯୋଗ ଆପଣଙ୍କୁ ଅପେକ୍ଷା କରିଛି । ଏହା ଡିଷ୍ଟ୍ରିବ୍ୟୁଟରସିପର ଏକ ବ୍ୟବସାୟ ଅଟେ । ଭାରତର ସବୁଠୁ ବଡ ଇ-କମର୍ସ କଂପାନୀ ଦେଶର ସବୁ ସହରରେ ନିଜର ଡିଷ୍ଟ୍ରିବ୍ୟୁଟର ଚାହୁଁଛନ୍ତି । ଏହି କଂପାନୀ ପ୍ରତି ସପ୍ତାହରେ ୧୫୦ ରୁ ଅଧିକ ଉତ୍ପାଦ ଲଂଚ କରୁଛି । ଫ୍ୟାଶନ ଜଗତରେ ଭଲ କଲେକ୍ସନ ପାଇଁ ଏହି କଂପାନୀ ବିଶ୍ୱ ସ୍ତରରେ ଖୁବ୍ ଜଣାଶୁଣା ।

ଫ୍ୟାଶନ ଉତ୍ପାଦକୁ ପ୍ରତି ଛୋଟ ବଡ ସହରରେ ବସିଥିବା ଗ୍ରାହକ ଯାଏ ପହଁଚାଇବାକୁ କଂପାନୀ ପ୍ରତିବଦ୍ଧତା ଅଛି । ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏହା ମଧ୍ୟ କଂପାନୀ ଚାହେଁ ସେମାନେ ପ୍ରତିବଦ୍ଧତାର ସହ କାମ କରନ୍ତୁ । ଏକ ଭଲ ଇ-କମର୍ସ ବତାବରଣ ସୃଷ୍ଟି କରନ୍ତୁ । ଫଳରେ ବିକ୍ରେତା-ଗ୍ରାହକ ଉଭୟଙ୍କ ମଧ୍ୟରେ କିଣାବିକା ସୁଗମ ହେବ । ବହୁତ ଛୋଟ ନିବେଶର ସହ ଆପଣ ନିଜର ବିଜନେସକୁ ଘରେ ଆରମ୍ଭ କରିପାରିବେ । ଏବଂ ବହୁତ ଭଲ ଲାଭ କରିପାରିବେ । ଏହି ବ୍ୟବସାୟ କିଛି ଅଂଶରେ କୋରିୟର ବ୍ୟବସାୟ ଭଳି । ଆପଣ ଯେକୌଣସି ସହରରେ ଡିଷ୍ଟ୍ରିବ୍ୟୁଟରଶିପ୍ ପ୍ରାପ୍ତ କରିପାରିବେ । ଯେମିତି କି ଆପଣ ଜାଣନ୍ତି ଯେ ଅନଲାଇନ୍ ବଜାର ଏବେ ସାମାନ୍ୟ ବଜାର ଏବଂ ମଲ୍ ଠାରୁ ବହୁତ ଆଗକୁ ଚାଲିଯାଇଛି । ଏବଂ ଏହା ସପିଂର ଭବିଷ୍ୟ ଅଟେ । ଫଳତଃ ଏଥିରେ ଆପଣ ନିଜର ବ୍ୟବସାୟକୁ ବିସ୍ତାର କରିବାରେ ଅନେକ ସୁଯୋଗ ନିଶ୍ଚୟ ପାଇବେ ।

ଅନେକ ଅନଲାଇନ୍ ସପିଂ ପୋର୍ଟାଲ୍ ଅଛି, ଯାହା ଅଲଗା ଅଲଗା ବର୍ଗର ଜିନିଷକୁ ନେଇ ଯଥା- ଇଲେକ୍ଟ୍ରୋନିକର ଉତ୍ପାଦ , କପଡା , ଜୋତା ଚପଲ , ଚଷମା ଆଦି । ଯଦି ଆପଣ ଏମିତି ଉତ୍ପାଦର ଡିଷ୍ଟ୍ରିବ୍ୟୁଟରସିପ୍ ନେଇ ନିଜର କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଏହା ଆପଣଙ୍କ ପାଇଁ ଭଲ ଅବସର ଅଟେ ।

ଡିଷ୍ଟ୍ରିବ୍ୟୁଟର ହେବା ପାଇଁ ଆବଶ୍ୟକୀୟ ଜିନିଷ –
୧ -ଇଂଟରନେଟ୍ କନେକ୍ସନ
୨ –ଟେଲିଫୋନ୍ ଲାଇନ୍
୩ – ଜଣେ ଡେଲିଭରି ବ୍ୟକ୍ତି
୪ –ଏକ ଗୋଦାମ୍ , ଯେଉଁଠି ଜିନିଷକୁ ସୁରକ୍ଷିତ ରଖାଯିବ

ଏହାକୁ ଧ୍ୟାନରେ ରଖିବାକୁ ହେବ ଯେ , ସ୍ଥାନ ସେତିକି ଦରକାର ଯେମିତି କି ଅତିକମରେ ୧୦ରୁ ୧୫ ଦିନ ପାଇଁ ଫ୍ଲୋର୍ ଷ୍ଟକ୍ ରଖାଯାଇପାରୁଥିବ । ପ୍ରତ୍ୟେକ ଡେଲିଭରିକୁ ପୁରା କରିବାରେ ଆପଣଙ୍କୁ କଂପାନୀ ୮୦୦ଟଙ୍କା ଦେବ । ସବୁ ଉତ୍ପାଦକୁ କ୍ୟାସ୍ ଅନ୍ ଡେଲିଭରି ମୋଡରେ ବିକ୍ରି କରାଯିବ ।

ଅଧିକ ଜାଣିବାକୁ ଚାହୁଁଥିଲେ ସଂପର୍କ କରନ୍ତୁ –
ମିସ୍ ଅଂଜଳୀ – ୯୮୯୩୪୪୨୪୨୯
ମୋନିକା -୯୯୨୬୭୫୫୭୯୮
ଶୁଭମ୍ -୯୭୧୩୬୧୪୦୧୨

( ସୌଜନ୍ୟ- ୱାନ୍ ଇଣ୍ଡିଆ)