Daily Archives

July 29, 2018

ପ୍ରତିଦିନ ଖାଆନ୍ତୁ ଗୋଟିଏ ସେଓ ! ରହିଛି ଅନେକ ଔଷଧୀୟ ଗୁଣ, ଶାରୀରିକ ସମସ୍ୟାରୁ ମିଳିଥାଏ ମୁକ୍ତି ।

ସେଓଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟରେ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା…

ଡ୍ରଗ୍ସ ଚୋରଙ୍କୁ ଧରିବାରେ ସାହାଯ୍ୟ କରୁଛି କୁକୁର ସୋବ୍ରା ! ୬୮ କୋଟି ଟଙ୍କାର କୋକିନ ଜବତ ପରେ କୁକୁରକୁ ମାରିବା ପାଇଁ…

କୋଲମ୍ବିୟା ଏକ ଏପରି ଦେଶ, ଯେଉଁଠାରେ ଡ୍ରଗ୍ସ ତସ୍କରି ବହୁତ ମାତ୍ରାରେ ଚାଲିଥାଏ । ବର୍ଷ ବର୍ଷ ଧରି ଏଠାରେ ଡ୍ରକ୍ସ ବେପାର ଚାଲିଥିବାରୁ ସାରା ଦୁନିଆରେ କୋଲମ୍ବିୟା ବଦନାମ । କିନ୍ତୁ ଗତ କିଛି ଦିନ ହେବ ସୋବ୍ରା ନାମକ ଏକ କୁକୁର କାରଣରୁ ତସ୍କରମାନଙ୍କ ବେପାରରେ ଘାଟା ହୋଇଛି । ୨ ବର୍ଷ…

୨୩ ବୀମା କମ୍ପାନି ପାଖରେ ପଡି ରହିଛି ୧୫, ୧୬୭ କୋଟି ଟଙ୍କା । ନେବାକୁ ନାହାନ୍ତି କୌଣସି ଦାବିଦାର

ଦେଶର ୨୩ ବୀମା କମ୍ପାନି ନିକଟରେ ଥିବା ୧୫,୧୬୭ କୋଟି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଏତେ ପରିମାଣର ଟଙ୍କାର କୌଣସି ଦାବିଦାର ନାହାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଏଭଳି ଖାତାଧାରୀଙ୍କୁ ଚିହ୍ନଟ କରିବାକୁ ବୀମା କମ୍ପାନି…

ଅସୁସ୍ଥତା ପାଇଁ ଚାଲିଯାଇଥିଲା ଝିଅର ଜୀବନ ! ଝିଅର ସ୍ମୃତିରେ ୪୫ ଜଣ ଗରିବ ଝିଅଙ୍କ ପଢା ଖର୍ଚ୍ଚ ଉଠାଉଛନ୍ତି ବସଭରାଜ ।

ନିଜ ଝିଅର ସ୍ମୃତିରେ ଜଣେ ବାପା ୪୫ଜଣ ଗରିବ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ଉଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଅଜଣା ରୋଗରେ ପୀଡ଼ିତ ହୋଇ ଝିଅ ପ୍ରାଣ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ବସଭରାଜ । ଏତେ କମ ବୟସରୁ ଝିଅ ଚାଲିଯିବା ପରେ ସେ ଦୁଃଖକୁ ବସଭରାଜଙ୍କ ପରିବାର ଭୁଲି ପାରି ନଥିଲା…

ବସ୍ତା ବସ୍ତା ଟଙ୍କା ଦେଲେ ମଧ୍ୟ ମିଳୁନି ପେଟପୂରା ଖାଦ୍ୟ । ଗୋଟିଏ ମାସର ଦରମାରେ ମିଳୁଛି ମାତ୍ର ଗୋଟିଏ ପ୍ୟାକେଟ…

ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଭେନଜୁଏଲା । ଦୋହଲିଯାଇଛି ଭେନଜୁଏଲାର ଅର୍ଥବ୍ୟବସ୍ଥା । ଅବସ୍ଥା ଏପରି ଯେ, ଲୋକମାନେ ବସ୍ତା ବସ୍ତା ଟଙ୍କା ଧରି ବଜାରକୁ ଗଲେ ମଧ୍ୟ ଖାଇବା ମିଳୁନାହିଁ । ଆଉ ସବୁଠୁ ବଡ କଥା ହେଲା, ଏଠାରେ ଆଗାମୀ ଦିନରେ ମହଙ୍ଗା ଭାର ୧୦ ଲକ୍ଷ ଗୁଣ ବୃଦ୍ଧି ହେବ ।…