ଟ୍ରେନ ଟିକେଟ୍ ବାତିଲ ଓ ଫେରସ୍ତ ପାଇଁ ରେଳବାଇ ଆଣିଲା ନୂଆ ନିୟମ ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ।
ଟିକେଟ ବାତିଲ ପରେ ବୁକିଂ ଆମାଉଣ୍ଟର ଫେରସ୍ତକୁ ନେଇ ଭାରତୀୟ ରେଳବାଇ ନିୟମ ବହୁତ ଜଟିଳ ରହିଛି । ଅନେକ ଥର ଯାତ୍ରୀଙ୍କୁ ନିଜର ସ୍ଥିରୀକୃତ ଯାତ୍ରାକୁ ଶେଷ ମୂହୁର୍ତ୍ତରେ ବାତିଲ କରିବାକୁ ପଡ଼ିଥାଏ । କିନ୍ତୁ ଆପଣ ଜାଣନ୍ତି କି ଆଇଆରସିଟିସି ଫେରସ୍ତ ନିୟମ କ’ଣ ରହିଛି ?
ଆସନ୍ତୁ ଜାଣିବା…