Daily Archives

July 19, 2018

ମଦ ବୋତଲରେ ତିଆରି ହେଲା ମନ୍ଦିର ! ଦେଖିବାକୁ ଶହ ଶହ ପର୍ଯ୍ୟଟକ ଲଗାଉଛନ୍ତି ଭିଡ ।

ସାଧାରଣତଃ, ଲୋକମାନେ ବିୟର ପିଇବା ପରେ ବୋତଲକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଏହି ବିୟର ବୋତଲକୁ ଏକାଠି କରି ଥାଇଲ୍ୟାଣ୍ଡର ବୌଦ୍ଧ ଭିକ୍ଷୁମାନେ ଏକ ମନ୍ଦିର ତିଆରି କରିଛନ୍ତି । ବୌଦ୍ଧ ଭିକ୍ଷୁମାନେ ପ୍ରାୟ ୧୦ ଲକ୍ଷ ବିୟର ବୋତଲ ଏକାଠି କରି “ୱାଟ ପ ଚେଦି ଖେବ” ନାମକ ଏକ ମନ୍ଦିର ନିର୍ମାଣ…

ନେତା ଦେଲେ ଜନତାଙ୍କୁ ଅଫର । ‘ଖାଲ’ ସହ ସେଲଫି ନେଇ ପଠାଇଲେ ମିଳିବ ୧୦୦ ଟଙ୍କା

ମହାରାଷ୍ଟ୍ରରେ ଏନସିପିର ପିମ୍ପରି ଚିନଚଓ୍ଵାଡରେ ମଙ୍ଗଳବାର ଘୋଷଣା କରିଥିଲେ କି ଯେଉଁ ଲୋକମାନେ ଖାଲ ସହିତ ସେଲଫି ଉଠାଇ ପଠାଇବେ ପାର୍ଟି ତରଫରୁ ସେମାନଙ୍କୁ ୧୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ। ଏହି ଘୋଷଣାର ଗୋଟିଏ ଦିନ ଭିତରେ ପୂରା ଅଞ୍ଚଳରୁ ପାଖାପାଖି ୧୦୦୦ରୁ ଅଧିକ ଖାଲ ସହିତ…

ଆସନ୍ତାକାଲି ଠାରୁ ଗଡିବନି ୯୦ ଲକ୍ଷ ଟ୍ରକ । ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଉପରେ ପଡିପାରେ ପ୍ରଭାବ

ପେଟ୍ରୋଲ ଓ ଡିଜେଲର ଦର ଦାମ କମାଇବା ଦାବି ପୂରଣ ନ ହେବାରୁ ବସ ଏବଂ ଟ୍ରକ ଆସୋସିଏସନ ଆସନ୍ତାକାଲିଠାରୁ ଦେଶବ୍ୟାପି ଧର୍ମଘଟ କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବରୁ ମଧ୍ୟ ଟ୍ରକ ବସ ଆସୋସିଏସନ ଅନେକ ଥର ଧର୍ମଘଟ କରିଥିଲେ । କିନ୍ତୁ ଆସନ୍ତାକାଲି ଯେଉଁ ଧର୍ମଘଟ ହେବାକୁ ଯାଉଛି ତାହା ବହୁଦିନ…

ମାଛକୁ ନେଇ ପୁଣି ଆସିଲା ଖରାପ ଖବର । ସମ୍ବଲପୁରରେ ଆନ୍ଧ୍ର ମାଛରୁ ବାହାରିଲା ବିଷାକ୍ତ ଫର୍ମାଲିନ୍

କନକ ବ୍ୟୁରୋ : ପୁଣି ଚିନ୍ତା ବଢ଼ାଇଲା ଫର୍ମାଲିନ୍ ମାଛ । ମତ୍ସ୍ୟ ସଂପଦ ବିଭାଗର ଅଭୟବାଣୀ ପରେ ଆଜି ସମ୍ବଲପୁରରୁ ଆସିଥିବା ଏକ ଖବର ଗ୍ରାହକଙ୍କ ଦ୍ୱନ୍ଦ ବଢ଼ାଇ ଦେଇଛି । ସମ୍ବଲପୁର ସହରର ତିନୋଟି ସ୍ଥାନରେ ଆଜି ଚଢ଼ାଉ କରାଯାଇଥିବା ବେଳେ ଚାରଭାଟି ଅଂଚଳରେ ୨ଟି ମାଛରେ ଫର୍ମାଲିନ୍ ମିଶିଥିବା…

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷିବ, ଲଗାତାର ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ଝଡବର୍ଷା ।

କନକ ବ୍ୟୁରୋ : ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ତିନି ଦିନ ଧରି ଜାରି ରହିବ ବର୍ଷା । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…