Daily Archives

July 19, 2018

ମହିଳାଙ୍କୁ ମିଳିଲା ପୁନଃଜନ୍ମ ! ୪୦ କିଲୋମିଟର କାନ୍ଧରେ ବୋହି ବୋହି ମେଡିକାଲରେ ପହଞ୍ଚାଇଲେ ଯବାନ, ବଞ୍ଚିଗଲା ଜୀବନ ।

ରାଜ୍ୟରେ ଲଗାଣ ବର୍ଷା ହେଉଥିବା କାରଣରୁ ରାସ୍ତାଘାଟରେ ପାଣି ଜମା ହୋଇ ରହୁଛି । ଅନେକ ଗାଁରେ ଶଡକ ଗୁଡିକ ମୂଖ୍ୟ ରାଜପଥ ଠାରୁ ଏକପ୍ରକାର ବିଛିନ୍ନ ହୋଇଯାଇ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହେଉଛି । ରୋଗୀ ମାନେ ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚି ପାରୁ ନାହାଁନ୍ତି । ଏହି ଭଳି…

ଟିଟୋକୁ କିଏ ଦେଇଛି ପେଟ୍ରୋଲ ପମ୍ପ । ମୁହାଁମୁହିଁ ହେଲେ ବିଜେପି-ବିଜେଡି

କନକ ବ୍ୟୁରୋ : ଟିଟୋ ପେଟ୍ରୋଲ ପମ୍ପ ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତି ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଚିହିଁକି ଉଠିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ, ନୈତିକତା ଦୃଷ୍ଟିରୁ…

ସଂସଦରେ ମୋଦି ଦେବେ ଅଗ୍ନି ପରୀକ୍ଷା । ସମର୍ଥନ ନା ବିରୋଧ, ସ୍ପଷ୍ଟ କରୁନି ବିଜେଡି ।

କନକ ବ୍ୟୁରୋ : ଶୁକ୍ରବାର ସଂସଦରେ ଶକ୍ତି ପରୀକ୍ଷା । ଗୋଟିଏ ପଟେ ଆସ୍ଥା ଭୋଟ ଜରିଆରେ ଅଗ୍ନି ପରୀକ୍ଷା ଦେବେ ମୋଦି ସରକାର । ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟର ହେବ ଅସଲ ପରୀକ୍ଷା । କାରଣ ମୋଦି ବିରୋଧୀଙ୍କୁ ସାଙ୍ଗରେ ନେଇ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ…

ସ୍କୁଲ ପିଲାଙ୍କ ଉପରେ ଚଢିଗଲା ୧୦ ଚକିଆ ଟ୍ରକ । ଚାଲିଗଲା ୫ ନିରୀହ ଜୀବନ, ଏବେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ…

କନକ ବ୍ୟୁରୋ : ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆହତ ଥିବା ୪ଜଣ…

ବଜାରକୁ ଖୁବଶୀଘ୍ର ଆସିବ ନୂଆ ୧୦୦ ଟଙ୍କିଆ ନୋଟ । କିପରି ଜାଣିବେ ଏହା ନକଲି କି ଅସଲି

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ୧୦୦ ଟଙ୍କାର ନୂଆ ନୋଟର ଫଟୋ ଜାରି କରିଛି । ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହାର ପ୍ରଚଳନ ଆରମ୍ଭ କରିବ ଆରବିଆଇ । ବାଇଗଣୀ ରଙ୍ଗର ଏହି ନୂଆ ନୋଟ ବଜାରକୁ ଆସିବା ପାଇଁ ଆହୁରି କିଛି ଦିନ ବାକି ରହିଛି । କିନ୍ତୁ ଏହା ଆପଣଙ୍କ ପାଖରେ ପହଞ୍ଚିବା…

ମ୍ୟାଲେରିଆ ପ୍ରକୋପରୁ କେମିତି ବଞ୍ଚିବେ ଜାଣିଛନ୍ତି କି ? ମନେରଖନ୍ତୁ କିଛି ଉପଚାର କାମରେ ଲାଗିପାରେ ।

ଆମ ଦେଶରେ କୋଟି କୋଟି ସଂଖ୍ୟାରେ ମ୍ୟାଲେରିଆରେ ପୀଡ଼ିତ ଲୋକ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଯେଉଁଠି ଛୋଟ ପିଲା ଯାହାର ବୟସ ୫ ବର୍ଷରୁ କମ ତାଙ୍କ ସଂଖ୍ୟା ସବୁଠାରୁ ଅଧିକ ଥାଏ । ମ୍ୟାଲେରିଆ ଏକ ଗମ୍ଭୀର ରୋଗ । ମ୍ୟାଲେରିଆରେ ଠିକ ସମୟରେ ଚିକିତ୍ସା ନକରାଇଲେ ଆପଣ ମୃତ୍ୟୁ…