Daily Archives

July 13, 2018

ରାତି ପାହିଲେ ରଥଯାତ୍ରା । ବଡ ଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ ପୁରୀ ବଡଦାଣ୍ଡ ଜନସମୁଦ୍ର, ରଥରେ ବସି ମାଉସୀ ମା’…

କନକ ବ୍ୟୁରୋ : ଆସନ୍ତାକାଲି ଘୋଷଯାତ୍ରା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର । ବର୍ଷକୁ ଥରେ ବଡ଼ ଠାକୁରଙ୍କ ଏହି ବଡ଼ଯାତ୍ରାରେ ସାମିଲ ହେବାକୁ ଲୋକଙ୍କ ମନରେ ରହିଛି ନାହିଁ ନଥିବା…

ଲାହୋର ବିମାନବନ୍ଦରରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ଝିଅ ମରିୟମ ଗିରଫ । ଦୁର୍ନୀତି ଅଭିଯୋଗରେ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମ ନୱାଜଙ୍କୁ ଆଜି ପୋଲିସ ଗିରଫ କରିଛି । ଆବୁଧାବିରୁ ଆସି ଲାହୋର ବିମାନବନ୍ଦରରେ ପହଁଚିବା ପରେ ସେଠାରେ ତାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି । ଗିରଫ ହେବାପରେ ସେମାନଙ୍କୁ ରାଓଲପିଣ୍ଡି ପଠାଇ ଦିଆଯାଇଛି । ସରିଫ…

ସାନ ସିନା ଦାନ ତା ମହାନ । କିଡନି ଦାନ କରି ୧୧ ମାସର ଶିଶୁ ବଞ୍ଚାଇଲା ୩୮ ବର୍ଷିୟ ମହିଳାଙ୍କ ଜୀବନ

୧୧ ମାସର ଶିଶୁ ବଞ୍ଚାଇଲା ୩୮ ବର୍ଷିୟ ମହିଳାଙ୍କ ଜୀବନ । ଏଭଳି ଘଟଣା ଅନ୍ୟ କେଉଁଠି ବରଂ ଭାରତରେ ଦେଖିବାକୁ ମିଳିଛି । ୧୧ ମାସର ଏକ ବ୍ରେନଡ଼େଡ଼୍ ଶିଶୁ କିଡନି ସମସ୍ୟାରେ ପୀଡ଼ିତ ଥିବା ଜଣେ ମହିଳାଙ୍କୁ ନିଜର କିଡନି ଦାନ କରି ତାଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ଏବେ ଏହି ଶିଶୁଟିକୁ…

ରାତି ପାହିଲେ ଘୋଷଯାତ୍ରା, ପୁରୀରେ ପ୍ରବଳ ବର୍ଷା! ଖାତିର କଲେନି ଭକ୍ତ, ବଡଦାଣ୍ଡ ଜନସମୁଦ୍ର

କନକ ବ୍ୟୁରୋ : ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଏଥିପାଇଁ ଏବେଠୁ ପୁରୀ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଲାଣି । ପୂରା ପୁରୀ ଜଗନ୍ନାଥମୟ ହୋଇଯାଇଛି । ହେଲେ ରଥ ଯାତ୍ରା ପୂôର୍ବରୁ ପୁରୀରେ ହୋଇଛି ବର୍ଷା । ଲଗାତାର ବର୍ଷାରେ ବେହାଲ ହୋଇଯାଇଛି…

ସାଇବର ଠକେଇର ନୂଆ ତରିକା । କୋଟି କୋଟି ଟଙ୍କାର ଲଟେରୀ ସ୍ୱପ୍ନ ଦେଖାଇ ଓଡିଶାର ମହିଳାଙ୍କ ନିକଟରୁ ବିଦେଶୀ ଠକିନେଲେ ୮…

କନକ ବ୍ୟୁରୋ : ପୁଣିଥରେ ଏକ ଅନ୍ତର୍ଜାତୀୟ ସାଇବର ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ମହିଳା । ଟେକ୍ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଉଠିଥିବା ଲଟେରୀ ଟଙ୍କା ପାଇବା ପାଇଁ ମହିଳା ଜଣଙ୍କ ଲକ୍ଷାଧିକ ଟଙ୍କା ଦେଇଥିଲେ ଜଣେ ଆଫ୍ରିକୀୟ ଦଲାଲଙ୍କୁ । ତେବେ ୮ଲକ୍ଷ ଟଙ୍କାର ଠକେଇର ଶିକାର…