Daily Archives

July 8, 2018

ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଉଛନ୍ତି କି? ତେବେ ସାବଧାନ ! ହୋଇପାରେ ସାଙ୍ଘାତିକ ରୋଗ ।

ଭାରତରେ ପ୍ରାୟ ଲୋକ ଚାହା ପିଇବା ପାଇଁ ପସନ୍ଦ କରନ୍ତି । ସେ ଘରେ ହେଉ ଅବା ବହାରେ ସକାଳୁ ଟିକେ ଚାହା ନପିଇଲେ ଲୋକମାନଙ୍କୁ ଭଲ ଲାଗିନଥାଏ । ଘରେ ଚାହା ପିଉଥିବା ଲୋକେ ସାଧାରଣତଃ କପ୍ କିମ୍ବା ଗ୍ଲାସରେ ପିଇଥାନ୍ତି । କିନ୍ତୁ ଯେତେବେଳେ ବାହାରେ ଚାହା ପିଇବାକୁ ପଡିଥାଏ ସେତେବେଳେ ଲୋକେ…

ରଥ ଗଡିଲେ ମନ୍ଦିର ଗଡିବାର ଭ୍ରମ ସୃଷ୍ଟି ହୁଏ । ଜାଣନ୍ତୁ ବ୍ରହ୍ମ ତାଳଧ୍ୱଜ ରଥ ପଛର ପୂରା କାହାଣୀ

କନକ ବ୍ୟୁରୋ : ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୁରୀ ଭଳି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ମଧ୍ୟ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । କାରଣ…

କେମିତି ଟିଟୋ ବନିଥିଲା ଅପରାଧ ଜଗତର ବେତାଜ୍ ବାଦଶାହା । ପଢନ୍ତୁ ଟିଟୋ କଳାସାମ୍ରାଜ୍ୟର ଟିକିନିକି ଖବର ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟା ପରେ କେନ୍ଦ୍ରାପଡ଼ାରୁ କଟକ ଯାଏ ଚାଲୁଥିଲା ଟିଟୋର ଦବଦବା । ଉଭୟ ସୁଲେମାନ ଓ ହାଇଦରର ଗ୍ୟାଙ୍ଗର କେତେକ ସଦସ୍ୟଙ୍କୁ ନିଜ ଦଳରେ ମିଶାଇ ନେଇ ଟିଟୋ ବନିଯାଏ ଅପରାଧ ଜଗତର ବାଦଶାହା । ତେବେ ଯେଉଁମାନେ ତା’ ରାସ୍ତାରେ କଂଟା ହେଉଥିଲେ, ସେମାନଙ୍କୁ…

ବାଙ୍ଗାଲୋର ଆଇଆଇଟି ଛାତ୍ରଙ୍କୁୁ ଗୁଗୁଲ ଦେଲା ୧.୨ କୋଟି ପ୍ୟାକେଜର ଅଫର । ଆଦିତ୍ୟ କହିଲେ ବହୁ ବର୍ଷରୁ ଥିଲା ଅପେକ୍ଷା…

ବାଙ୍ଗାଲୋରର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଇନଫରମେସନ (ଆଇଆଇଆଇଟି-ବି)ର ଜଣେ ଛାତ୍ର ଆଦିତ୍ୟ ପାଲିବାଲଙ୍କୁ ଗୁଗୁଲ ବାର୍ଷିକ ୧.୨ କୋଟି ଟଙ୍କା ପ୍ୟାକେଜର ଚାକିରି ପ୍ରଦାନ କରିଛି । ଆଦିତ୍ୟ ଜୁଲାଇ ୧୬ ତାରିଖ ଠାରୁ ଗୁଗୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ସେଣ୍ଟରରେ କାମ କରିବେ…

ସୁପ୍ରିମକୋର୍ଟଙ୍କ ଛାଟ ପରେ ସରକାରଙ୍କ ଶରଣରେ ସେବାୟତ ! ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଓ ବଂଶାନୁକ୍ରମିକ…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ  କଡା ଆଭିମୁଖ୍ୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରାଦ ହୋଇଛନ୍ତି ସେବାୟତ । ପୁରୀ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଓ ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି ସେବାୟତଙ୍କ ଏକ…

ଗୋଟିଏ ଟ୍ୱିଟ, ଆଉ ବଞ୍ଚିଗଲା ୨୬ ନିରିହ ନାବାଳିକାଙ୍କ ଜୀବନ ! ଅପହରଣ ହେଉଥିବା ସନ୍ଦେହ କଲା ପୋଲିସ ।

ଏବେ କିଛି ଗୁଜବକୁ ନେଇ ସୋସିଆଲ ମିଡିଆ ବଦନାମ ହେଉଥିବା ବେଳେ ସୋସିଆଲ ମିଡିଆ ଦ୍ୱାରା ୨୬ ଜଣ ଝିଅଙ୍କ ଜୀବନ ବଞ୍ଚିଥିବା ଘଟଣା ସୋସିଆଲ ମିଡିଆକୁ ପୁଣିଥରେ ଲୋକ ପ୍ରିୟ ବନାଇଦେଇଛି । ନରକଟିଆଗଂଜ ଠାରୁ ଇଦଗାହ ଅଭିମୁଖେ ଯାତ୍ରା କରୁଥିବା ମୁଜ୍ଜଫରପୁର ବାନ୍ଦ୍ରା ଏକ୍ସେପ୍ରେସରୁ ୨୬ ଜଣ…