ନିଆରା ପରମ୍ପରାର ଦେଶ ! ଯେଉଁଠି ମହିଳାମାନେ ପୁରୁଷଙ୍କ ସହ ଜୋର୍ ଜବରଦସ୍ତି ରଖନ୍ତି ଯୌନ ସଂପର୍କ

178

ମହିଳାମାନେ ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ସହ ସଂପର୍କ ରଖିବାକୁ ସମାଜରେ ଖରାପ ନଜରରେ ଦେଖାଯାଏ । କିନ୍ତୁ ଉତ୍ତର ନାଇଜେରିଆରେ ଏକ ତୁଆରେଗ୍ ନାମକ ଏକ ସମ୍ପ୍ରଦାୟର ଲୋକ ବାସ କରନ୍ତି ଯେଉଁଠି ମହିଳାଙ୍କୁ ପୁରୁଷଙ୍କ ସହ ଜୋରଜବରଦସ୍ତି ଯୌନ ସଂପର୍କ ରଖିବା ପାଇଁ ପୂର୍ଣ୍ଣ ଅଧିକାର ଅଛି । ଏଠାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ସବୁଠାରୁ ଅଲଗା । ମହିଳାମାନେ ବିବାହ ପୂର୍ବରୁ ଯେକୌଣସି ପରୁଷ ସହ ଯେତେବେଳେ ଚାହିଁଲେ ଯୌନ ସଂପର୍କ ରଖିପାରିବେ । ଏହାସହ ଏଠାରେ ମହିଳା ମାନଙ୍କୁ ପୁରୁଷଙ୍କ ସହ ସମାନ ଅଧକାର ମିଳିଛି ।

tuareg-couple1ଏହି ପରମ୍ପରା ଯୁଗ ଯୁଗରୁ ଚାଲି ଆସିଛି । ମହିଳା ମାନେ ବିନା ଦ୍ୱିଧାରେ ସବୁଆଡେ ବୁଲନ୍ତି କିନ୍ତୁ ପୁରୁଷମାନେ ରୁହନ୍ତି ପରଦାରେ । ଏହା ସହ ପୁରୁଷମାନଙ୍କୁ ଆଖି ନାକ ଛାଡି ଅନ୍ୟ ସବୁ ଅଙ୍ଗକୁ ପରଦାରେ ଢାଙ୍କିବାକୁ ପଡେ । ଏହା ସହ ବିନା ଅନୁମତିରେ ପୁରୁଷମାନେ ନିଜ ମନମୁତାବକ କୌଣସି କାର୍ଯ୍ୟ କରିପାରିବେ ନାହିଁ । ସବୁ ଛୋଟ ବଡ କାର୍ଯ୍ୟରେ ମହିଳାମାନେ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଏପରିକି ଏହି ସମ୍ପ୍ରଦାୟରେ ମହିଳାମାନେ ମନଇଚ୍ଛା ଛାଡପତ୍ର ନେଇପାରିବେ ।